ନମସ୍କାର 🙏
ଏହି ଚ୍ୟାନେଲ୍ରେ ଆମେ ଆମ ଦୈନନ୍ଦିନ ଜୀବନର ଭିଡିଓ ଏବଂ ଓଡ଼ିଆ ପର୍ବ-ପର୍ବାଣୀ ସମ୍ବନ୍ଧୀୟ ଭିଡିଓ ଅପଲୋଡ୍ କରୁଛୁ। ଆମେ ସାତଜଣ, ଭିନ୍ନ-ଭିନ୍ନ ପେଶାରୁ ଆସିଥିଲେ ମଧ୍ୟ ଆମ ଜୀବନର ସୁନ୍ଦର ମୁହୂର୍ତ୍ତ ଏବଂ ସ୍ମୃତିଗୁଡ଼ିକୁ ସଂଗ୍ରହ କରି ରଖିବା ପାଇଁ ଏହି ଚ୍ୟାନେଲ୍ ଆରମ୍ଭ କରିଛୁ।
ଆମ ସହିତ ଯୋଡ଼ି ରୁହନ୍ତୁ ଓ ଓଡ଼ିଆ ସଂସ୍କୃତି ଏବଂ ସାଧାରଣ ଜୀବନର ସରଳ ମୁହୂର୍ତ୍ତ ଉପଭୋଗ କରନ୍ତୁ। ❤️
Shared 2 months ago
19 views
Shared 2 months ago
35 views
Shared 4 months ago
21 views
Shared 4 months ago
31 views
Shared 5 months ago
48 views
Shared 5 months ago
33 views
Shared 1 year ago
54 views