ନମସ୍କାର 🙏
ଏହି ଚ୍ୟାନେଲ୍‌ରେ ଆମେ ଆମ ଦୈନନ୍ଦିନ ଜୀବନର ଭିଡିଓ ଏବଂ ଓଡ଼ିଆ ପର୍ବ-ପର୍ବାଣୀ ସମ୍ବନ୍ଧୀୟ ଭିଡିଓ ଅପଲୋଡ୍‌ କରୁଛୁ। ଆମେ ସାତଜଣ, ଭିନ୍ନ-ଭିନ୍ନ ପେଶାରୁ ଆସିଥିଲେ ମଧ୍ୟ ଆମ ଜୀବନର ସୁନ୍ଦର ମୁହୂର୍ତ୍ତ ଏବଂ ସ୍ମୃତିଗୁଡ଼ିକୁ ସଂଗ୍ରହ କରି ରଖିବା ପାଇଁ ଏହି ଚ୍ୟାନେଲ୍‌ ଆରମ୍ଭ କରିଛୁ।
ଆମ ସହିତ ଯୋଡ଼ି ରୁହନ୍ତୁ ଓ ଓଡ଼ିଆ ସଂସ୍କୃତି ଏବଂ ସାଧାରଣ ଜୀବନର ସରଳ ମୁହୂର୍ତ୍ତ ଉପଭୋଗ କରନ୍ତୁ। ❤️


The Elevate 07

This is not koraput bro... This is Badamba

2 weeks ago | [YT] | 3

The Elevate 07

There are more 2 people after that we are 7.

3 months ago | [YT] | 3