Hello my dear & lovely friends welcome to "Odia Food Diary". This channel is specially for those who love food & always explore new dishes. Our recipes mostly from Odisha (east of India). For better understanding we have add subtitles on each part hope you all like it. Like, share & Subscribe our channel for more content.
Always keep smiling~
#OdiaHandishala

ନମସ୍କାର ଦର୍ଶକ ବନ୍ଧୁ, "Odia Food Diary" କୁ ଆପଣମାନଙ୍କୁ ସ୍ଵାଗତ ଜଣାଉଛି । ଆଜିର ଏହି ଆଧୁନିକ ଯୁଗରେ ସମସ୍ତେ ପାଶ୍ଚାତ୍ୟ ସଂସ୍କୃତି କୁ ଆପଣାଇବାକୁ ପସନ୍ଦ କରୁଛନ୍ତି, କିନ୍ତୁ କିଛି ବ୍ୟକ୍ତି ଙ୍କ ପାଇଁ ଆମ ସଂସ୍କୃତି ଏବଂ ପରମ୍ପରା ବଞ୍ଚି ରହିଛି । ବର୍ତ୍ତମାନ କିଛି ଯୁବ ଗୋଷ୍ଠୀ ଏହି ପ୍ରୟାସ ରେ ଲାଗିଛନ୍ତି, ସେମାନଙ୍କୁ ମୋର ହାର୍ଦିକ ଶୁଭକାମନା । ଓଡ଼ିଶା ର ଖାଦ୍ୟ ସବୁଠାରୁ ସୁସ୍ୱାଦୁ ଏବଂ ସ୍ୱାସ୍ଥ୍ୟକର , ସେଥି ପାଇଁ ସମସ୍ତେ ଯେମିତି ବୁଝି ପାରିବେ ସେଥି ପାଇଁ ଆମେ English ଏବଂ ଓଡ଼ିଆ ରେ subtitles ରଖିଛୁ । ଆଶା ରଖୁଛୁ ସମସ୍ତ ରୋଷେଇ ପ୍ରଣାଳି ଆପଣମାନଙ୍କୁ ହୃଦୟ କୁ ଛୁଇଁବ।ଓଡ଼ିଆ ର ପାରମ୍ପରିକ ଖାଦ୍ୟ ର ପ୍ରଣାଳି ବିଷୟ ରେ ଜାଣିବା ପାଇଁ channel କୁ like, share ଏବଂ subscribe କରନ୍ତୁ |

ଧନ୍ୟବାଦ୍
(Odia Food Diary)