Hello my dear & lovely friends welcome to "Odia Food Diary". This channel is specially for those who love food & always explore new dishes. Our recipes mostly from Odisha (east of India). For better understanding we have add subtitles on each part hope you all like it. Like, share & Subscribe our channel for more content.
Always keep smiling~
#OdiaHandishala

ନମସ୍କାର ଦର୍ଶକ ବନ୍ଧୁ, "Odia Food Diary" କୁ ଆପଣମାନଙ୍କୁ ସ୍ଵାଗତ ଜଣାଉଛି । ଆଜିର ଏହି ଆଧୁନିକ ଯୁଗରେ ସମସ୍ତେ ପାଶ୍ଚାତ୍ୟ ସଂସ୍କୃତି କୁ ଆପଣାଇବାକୁ ପସନ୍ଦ କରୁଛନ୍ତି, କିନ୍ତୁ କିଛି ବ୍ୟକ୍ତି ଙ୍କ ପାଇଁ ଆମ ସଂସ୍କୃତି ଏବଂ ପରମ୍ପରା ବଞ୍ଚି ରହିଛି । ବର୍ତ୍ତମାନ କିଛି ଯୁବ ଗୋଷ୍ଠୀ ଏହି ପ୍ରୟାସ ରେ ଲାଗିଛନ୍ତି, ସେମାନଙ୍କୁ ମୋର ହାର୍ଦିକ ଶୁଭକାମନା । ଓଡ଼ିଶା ର ଖାଦ୍ୟ ସବୁଠାରୁ ସୁସ୍ୱାଦୁ ଏବଂ ସ୍ୱାସ୍ଥ୍ୟକର , ସେଥି ପାଇଁ ସମସ୍ତେ ଯେମିତି ବୁଝି ପାରିବେ ସେଥି ପାଇଁ ଆମେ English ଏବଂ ଓଡ଼ିଆ ରେ subtitles ରଖିଛୁ । ଆଶା ରଖୁଛୁ ସମସ୍ତ ରୋଷେଇ ପ୍ରଣାଳି ଆପଣମାନଙ୍କୁ ହୃଦୟ କୁ ଛୁଇଁବ।ଓଡ଼ିଆ ର ପାରମ୍ପରିକ ଖାଦ୍ୟ ର ପ୍ରଣାଳି ବିଷୟ ରେ ଜାଣିବା ପାଇଁ channel କୁ like, share ଏବଂ subscribe କରନ୍ତୁ |

ଧନ୍ୟବାଦ୍
(Odia Food Diary)


Odia Food Diary

ମାର୍ଗଶିର ମାସ ଗୁରୁବାର ତୃତୀୟ ପାଳି ଉପଲକ୍ଷେ ଆପଣ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ||
ଜୟ ମା ଲକ୍ଷ୍ମୀ
#ମାଣବସା_ଗୁରୁବାର
#odiafooddiary

1 month ago | [YT] | 5

Odia Food Diary

ପବିତ୍ର ବିଜୟଦଶମୀ ଉପଲକ୍ଷେ ଓଡ଼ିଆ ଫୁଡ୍ ଡାଏରୀ ତରଫରୁ ଆପଣ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ||
#HAPPY_DUSSEHRA
#Durgapuja
#Odiafooddiary

2 months ago | [YT] | 2

Odia Food Diary

ପବିତ୍ର ରାଧାଷ୍ଟମୀ ଉପଲକ୍ଷେ ଓଡ଼ିଆ ଫୁଡ୍ ଡାଏରୀ ତରଫରୁ ଆପଣ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ||
ରାଧେ ରାଧେ 🙏🙏🙏🙏
#Radhastamiwishes
#Odiafooddiary

3 months ago | [YT] | 6

Odia Food Diary

ପବିତ୍ର ରକ୍ଷାବନ୍ଧନ ଉପଲକ୍ଷେ ଓଡ଼ିଆ ଫୁଡ୍ ଡାଏରୀ ତରଫରୁ ଆପଣ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ||
#Happyrakshabandhan
#Odiafooddiary
❤️

4 months ago | [YT] | 1

Odia Food Diary

ପବିତ୍ର ରଥଯାତ୍ରା ଉପଲକ୍ଷେ ଓଡ଼ିଆ ଫୁଡ୍ ଡାଏରୀ ତରଫରୁ ଆପଣ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ||
ଜୟ ଜଗନ୍ନାଥ 🙏 ⭕‼️⭕
#happyrathyatra
#rathyatra wishes
#Odiafooddiary

6 months ago | [YT] | 5

Odia Food Diary

ରଜ ପର୍ବ ଉପଲକ୍ଷେ ଓଡ଼ିଆ ଫୁଡ୍ ଡାଏରୀ ତରଫରୁ ଆପଣ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ||
#Rajafestival
#Odiafooddiary
#Rajawishes
❤️❤️❤️

6 months ago | [YT] | 3

Odia Food Diary

ସାବିତ୍ରୀ ବ୍ରତ ଉପଲକ୍ଷେ ଓଡ଼ିଆ ଫୁଡ୍ ଡାଏରୀ ତରଫରୁ ଆପଣ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ||
#ସାବିତ୍ରୀ_ବ୍ରତ
#Odiafooddiary

7 months ago | [YT] | 3

Odia Food Diary

ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଓଡ଼ିଆ ଫୁଡ୍ ଡାଏରୀ ତରଫରୁ ଆପଣ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ||
#Odiafooddiary
#ଅକ୍ଷୟ_ତୃତୀୟା
❤️
❤️❤️

7 months ago | [YT] | 5

Odia Food Diary

ପଣା ସଂକ୍ରାନ୍ତି ତଥା ଓଡିଆ ନବ ବର୍ଷ ଉପଲକ୍ଷେ ଓଡ଼ିଆ ଫୁଡ୍ ଡାଏରୀ ତରଫରୁ ଆପଣ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ||
ଜୟ ଜଗନ୍ନାଥ
🙏

8 months ago | [YT] | 3

Odia Food Diary

ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଓଡ଼ିଆ ଫୁଡ୍ ଡାଏରୀ ତରଫରୁ ଆପଣ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ||
ଜୟ ଶ୍ରୀ ରାମ 🙏
#Ramnavami_wishes
#Odiafooddiary

8 months ago | [YT] | 2