PURI KIRTAN MANDALI

⭕❗⭕ ଜୟ ଜଗନ୍ନାଥ ⭕❗⭕
ତୁମେ ନିର୍ଦ୍ଦେଶକ ତୁମେ ବି ଦର୍ଶକ
ଖେଳ ମୋ ପାପ ପୁଣ୍ୟର 🤝
ନିନ୍ଦା ପ୍ରଶଂସା ମାଗୁ ନାହିଁ ପ୍ରଭୁ ♥️♥️
ମାଗୁଛି ଦୟା ତୁମର 🫰🫰

ମୋ video କୁ ଦେଖୁଥିବା ଦର୍ଶକ ମାନଙ୍କୁ ମୋର ଆଦର୍ଣିଆ ପ୍ରଣାମ
ଜଣାଇବା ସହିତ ମୋ channel କୁ ଅଭିନନ୍ଦନ ଜଣାଉଛି ♥️♥️
ଏହି channel ଦ୍ଵାରା ଆପଣ ମାନଙ୍କୁ video ଜରିଆରେ ମନୋରଞ୍ଜନ କରୁଥିବାରୁ ମୁଁ ମୋ ନିଜକୁ ଧନ୍ୟ ମନେ କରୁଛି ଯେ ପରିକି ରାମଲୀଳା , 🎪🎪ସଂକୀର୍ତ୍ତନ ,🛕🛕 ପାଲା, କଲ୍ଚରାଲ related , vdo ଏହି channel ଜରିଆରେ🤳🤳🤳
ଲୋକଲୋଚନକୁ ଆଣିବା ପାଇଁ ଏକ ନିଆରା ଅଭିନବ ପ୍ରୟାସ 🤲

ଦୟାକରି ଛୋଟ 🤏🤏ଚ୍ୟାନେଲ ଟିକୁ subscribe♥️♥️ କରନ୍ତୁ ଓ ପାଖରେ ଥିବା ଘଣ୍ଟି କୁ all ରେ set karibe 😒😒ଯାହାଦ୍ଵାରା ସମସ୍ତ vdo 🤳🤳ଆପଣ ପ୍ରଥମେ ପାଇପାରିବେ 📯📯📯📳📳

ଧନ୍ୟବାଦ୍ ♥️♥️
ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ମୋର ମାଗୁଣି ଯେ
ସମସ୍ତଙ୍କ ପରିବାର ର ମଙ୍ଗଳା ହେଉ


8:09

Shared 1 year ago

1K views