PURI KIRTAN MANDALI

⭕❗⭕ ଜୟ ଜଗନ୍ନାଥ ⭕❗⭕
ତୁମେ ନିର୍ଦ୍ଦେଶକ ତୁମେ ବି ଦର୍ଶକ
ଖେଳ ମୋ ପାପ ପୁଣ୍ୟର 🤝
ନିନ୍ଦା ପ୍ରଶଂସା ମାଗୁ ନାହିଁ ପ୍ରଭୁ ♥️♥️
ମାଗୁଛି ଦୟା ତୁମର 🫰🫰

ମୋ video କୁ ଦେଖୁଥିବା ଦର୍ଶକ ମାନଙ୍କୁ ମୋର ଆଦର୍ଣିଆ ପ୍ରଣାମ
ଜଣାଇବା ସହିତ ମୋ channel କୁ ଅଭିନନ୍ଦନ ଜଣାଉଛି ♥️♥️
ଏହି channel ଦ୍ଵାରା ଆପଣ ମାନଙ୍କୁ video ଜରିଆରେ ମନୋରଞ୍ଜନ କରୁଥିବାରୁ ମୁଁ ମୋ ନିଜକୁ ଧନ୍ୟ ମନେ କରୁଛି ଯେ ପରିକି ରାମଲୀଳା , 🎪🎪ସଂକୀର୍ତ୍ତନ ,🛕🛕 ପାଲା, କଲ୍ଚରାଲ related , vdo ଏହି channel ଜରିଆରେ🤳🤳🤳
ଲୋକଲୋଚନକୁ ଆଣିବା ପାଇଁ ଏକ ନିଆରା ଅଭିନବ ପ୍ରୟାସ 🤲

ଦୟାକରି ଛୋଟ 🤏🤏ଚ୍ୟାନେଲ ଟିକୁ subscribe♥️♥️ କରନ୍ତୁ ଓ ପାଖରେ ଥିବା ଘଣ୍ଟି କୁ all ରେ set karibe 😒😒ଯାହାଦ୍ଵାରା ସମସ୍ତ vdo 🤳🤳ଆପଣ ପ୍ରଥମେ ପାଇପାରିବେ 📯📯📯📳📳

ଧନ୍ୟବାଦ୍ ♥️♥️
ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ମୋର ମାଗୁଣି ଯେ
ସମସ୍ତଙ୍କ ପରିବାର ର ମଙ୍ଗଳା ହେଉ


PURI KIRTAN MANDALI

ଖୁବଶୀଘ୍ର ଆସୁଅଛି ! ଆଉ ଏକ ନୂଆ ଜାଗାର ନାମକିର୍ତନ୍ ନୂଆ ରଙ୍ଗରେ ନୂଆ ରୂପରେ ‪@shreegopaljewkirtangopalna8299‬

8 months ago | [YT] | 11

PURI KIRTAN MANDALI

ପୁରୀ ଜିଲ୍ଲା ର କୀର୍ତ୍ତନ ଦୁନିଆର ଅତି ପରିଚିତ ବାୟକ ( ଶୁକ )ଭାଇଙ୍କ ର ଚମକ୍ତାର ନଗର ଖେଳ ପ୍ରଦର୍ଶନ,ନୂଆ ଢଙ୍ଗରେ,ନୁଆରୁପରେ ୨୦୨୫ ର , ନରେନ୍ଦ୍ରପୂର ଗ୍ରାମରେ ଚମକ୍ତାର ପ୍ରଦର୍ଶନ

8 months ago | [YT] | 6

PURI KIRTAN MANDALI

ଖୁବ୍ ଶୀଘ୍ର ଆସୁଅଛି
ଗାୟକ ଶ୍ରୀ ନିମେଈ ଚରଣ ସ୍ୱାଇଁ ଙ୍କ ମୁଖ ରୁ
‪@bbchampati77‬

8 months ago | [YT] | 10

PURI KIRTAN MANDALI

ନଗର କୀର୍ତ୍ତନ ର ଫୁଲ୍ vdo
ଖୁବ୍ ଶୀଘ୍ର ଆସୁ ଅଛି
ସ୍ଥାନ - ଚକ୍ରକୁଦ, ବଳଙ୍ଗା,ପୁରୀ
ଯୋଗାଯୋଗ -9337691409 ରେ 🤙🤙🤙🤙

8 months ago | [YT] | 8

PURI KIRTAN MANDALI

ଆମ ସଙ୍କୀର୍ତ୍ତନ ମଣ୍ଡଳୀ ର ପିତ୍ରୁ ତୁଲ୍ୟ ବ୍ୟକ୍ତି
ବା ମଣ୍ଡଳ ର ଗୁରୁ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ
ବାବୁଲି sir ଙ୍କ କଣ୍ଠ ରୁ। ଉଦୟପୁର ଗ୍ରାମରେ 117 ତମ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଉପଲକ୍ଷେ ,, ଆସୁଅଛି ଖୁବ ଶୀଘ୍ର

8 months ago | [YT] | 10

PURI KIRTAN MANDALI

ପୁରୁଣା ଦିନର କିଛି ଅତୀତରେ ଅଭୁଲା ସମୟ ⌚⌚⌚

8 months ago | [YT] | 8

PURI KIRTAN MANDALI

ପ୍ରଚ୍ଛଦ ପଟର ଦୃଶ୍ୟ 🤏😁😁😁

8 months ago | [YT] | 6

PURI KIRTAN MANDALI

ଆପଣଙ୍କ ଗ୍ରାମରେ ସଙ୍କୀର୍ତ୍ତନ, ନଗର କୀର୍ତ୍ତନ, ନାମ କୀର୍ତ୍ତନ ପରିବେଷଣ କରିବାକୁ ଚାହୁଁଥିଲେ
ଯୋଗାଯୋଗ -9337691409 ରେ ଯୋଗାଯୋଗ କରିପାରିବେ
ଥରେ ମାତ୍ର ଯୋଗାଯୋଗ କରନ୍ତୁ , ତାପରେ ଜାଣିପାରିବେ ନିଶ୍ଚିତ

ମୁଖ୍ୟ ଆକଶ୍ରଣ - ନଗର କୀର୍ତ୍ତନ ରେ ପାଇପାରିବେ ,,,,,

8 months ago | [YT] | 7

PURI KIRTAN MANDALI

ଖୁବ୍ ଶୀଘ୍ର ଆସୁ ଅଛି
Title song - ବୈଦେହି ଆଖିରୁ ଲୁହ ଝରୁଛି
‪@maabanadurgaramanatya2925‬

1 year ago | [YT] | 10

PURI KIRTAN MANDALI

ମା ସୁଲବାଣୀ ରାମ ନାଟ୍ୟ, ଶିରିଆପୂର୍
@odisha-cultural143

1 year ago | [YT] | 16