ନମସ୍କାର୍ ସମସ୍ତଙ୍କୁ Manarupade@431 Youtube chennal ରେ ସ୍ୱାଗତ ଆପଣ ମାନେ ଆମ Channel ରେ ଓଡ଼ିଆ କବିତା, ଓଡ଼ିଆ ଗପ, ରୋମାଣ୍ଟିକ୍, pathetic, ଓଡିଆ love ଷ୍ଟୋରୀ, ଆଧ୍ୟାତ୍ମିକ ଚିନ୍ତନ, ସୁବିଚାର ବିଭିନ୍ନ ପ୍ରକାର ଷ୍ଟୋରୀ ଗପ ପାଇ ପାରିବେ. ମୁଁ ଏହି Channel ରେ ମୋର ନିଜ ଲେଖା କବିତା, ଗପ, କାହାଣୀ ଆପଣମାଙ୍କ ପାଖରେ ଉପସ୍ଥାପନ କରି.
ଆପଣ ମାନଙ୍କ ହୃଦୟରେ ଟିକେ ଜାଗା ବନେଇ ବାର ଗୋଟେ ଛୋଟ ପ୍ରୟାସ.

ମୁଁ ଜଣେ କବି କିମ୍ବା କୌଣସି ଲେଖକ ନୁହେଁ
କିନ୍ତୁ ଜଣେ ଓଡିଆ ସାହିତ୍ୟ ପ୍ରେମୀ
ମୁଁ କବିତାର ନୀତି, ନିୟମ ଜାଣେନା, କିନ୍ତୁ ଏତିକି ଜାଣେ କବିତା ଏକ ଭାଷା ଯାହା ଶବ୍ଦ ସମୂହ ର ସଠିକ ପ୍ରୟୋଗ କରି ଏକ ସୁନ୍ଦର୍ ହୃଦୟ ଛୁଆଁ ସଂକ୍ଷିପ୍ତ ବାକ୍ୟ କରି ହୁଏ, କିନ୍ତୁ ଏହାକୁ ବ୍ୟାଖ୍ୟା କଲେ ଗୋଟିଏ ବଡ କାହାଣୀ ହେଇଯାଏ.
ମୋ ଛୋଟ ପ୍ରୟାସ ଦ୍ଵାରା କିଛି ଭୁଲ ହେଲେ ହୃଦୟରୁ କ୍ଷମା ଦେବେ.
ଧନ୍ୟବାଦ
🙏 🙏 🙏