ନମସ୍କାର୍ ସମସ୍ତଙ୍କୁ Manarupade@431 Youtube chennal ରେ ସ୍ୱାଗତ ଆପଣ ମାନେ ଆମ Channel ରେ ଓଡ଼ିଆ କବିତା, ଓଡ଼ିଆ ଗପ, ରୋମାଣ୍ଟିକ୍, pathetic, ଓଡିଆ love ଷ୍ଟୋରୀ, ଆଧ୍ୟାତ୍ମିକ ଚିନ୍ତନ, ସୁବିଚାର ବିଭିନ୍ନ ପ୍ରକାର ଷ୍ଟୋରୀ ଗପ ପାଇ ପାରିବେ. ମୁଁ ଏହି Channel ରେ ମୋର ନିଜ ଲେଖା କବିତା, ଗପ, କାହାଣୀ ଆପଣମାଙ୍କ ପାଖରେ ଉପସ୍ଥାପନ କରି.
ଆପଣ ମାନଙ୍କ ହୃଦୟରେ ଟିକେ ଜାଗା ବନେଇ ବାର ଗୋଟେ ଛୋଟ ପ୍ରୟାସ.

ମୁଁ ଜଣେ କବି କିମ୍ବା କୌଣସି ଲେଖକ ନୁହେଁ
କିନ୍ତୁ ଜଣେ ଓଡିଆ ସାହିତ୍ୟ ପ୍ରେମୀ
ମୁଁ କବିତାର ନୀତି, ନିୟମ ଜାଣେନା, କିନ୍ତୁ ଏତିକି ଜାଣେ କବିତା ଏକ ଭାଷା ଯାହା ଶବ୍ଦ ସମୂହ ର ସଠିକ ପ୍ରୟୋଗ କରି ଏକ ସୁନ୍ଦର୍ ହୃଦୟ ଛୁଆଁ ସଂକ୍ଷିପ୍ତ ବାକ୍ୟ କରି ହୁଏ, କିନ୍ତୁ ଏହାକୁ ବ୍ୟାଖ୍ୟା କଲେ ଗୋଟିଏ ବଡ କାହାଣୀ ହେଇଯାଏ.
ମୋ ଛୋଟ ପ୍ରୟାସ ଦ୍ଵାରା କିଛି ଭୁଲ ହେଲେ ହୃଦୟରୁ କ୍ଷମା ଦେବେ.
ଧନ୍ୟବାଦ
🙏 🙏 🙏


Manarupade@431

ଭାବ ବିନୋଦିଆ ହରି...

1 month ago | [YT] | 90

Manarupade@431

ଶୁଭ ନବ ବର୍ଷ 2026 ର ହାର୍ଦ୍ଧିକ ଅଭିନନ୍ଦନ, ପ୍ରିୟ manarupade YouTube ପରିବାର ଆପଣଙ୍କ ସ୍ନେହ, ପ୍ରେମ, ଭଲପାଇବା 2025 ବର୍ଷରେ ଢେର୍ ସାରା ଦେଇଛନ୍ତି, ହୁଏ ତ ମୋର ଛୋଟ ହୃଦୟରେ କାହା ଭଲପାଇବାକୁ ସାଇତି ପାରିଛି ଆଉ କାହାର ପାରିନି,
ଯଦି ମୋ ମନ,ବଚନ, ଏବଂ କର୍ମ ଦ୍ୱାରା କାହା ମନରେ ଟିକିଏ ବି ଦରଦ ହେଇଥିବ ମୁଁ କ୍ଷମା ପ୍ରାର୍ଥନା କରୁଛି,
ଚାଲନ୍ତୁ ବିତି ଯାଇଥିବା ବର୍ଷ 2025 ର ଦୁଃଖ, କଷ୍ଟ ମାନ, ଅଭିମାନ ଭୁଲି 2026 ବର୍ଷ ପାଇଁ ନୂଆଁ ଆଶା, ନୂଆଁ ଉଦ୍ଦୀପନା, ସହ ଜୀବନକୁ ଟିକିଏ ନୂଆଁ ମୋଡ ଦେବା ପାଇଁ ଚେଷ୍ଟା କରିବା
ଦୁଃଖ ଭୁଲି ସୁଖ କୁ ଆପଣେଇବା ନିଜେ ହସି ଅନ୍ୟକୁ ହସେଇବାର ଚେଷ୍ଟା କରିବା,,
ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୋ ତରଫରୁ ଏତିକି ପ୍ରାର୍ଥନା ଆସନ୍ତା ନବ ବର୍ଷ ଆପଣଙ୍କ ପାଇଁ ମଙ୍ଗଳ ମୟ ହେଉ, ଆପଣଙ୍କ ଚଲାପଥ କୁସୁମିତ ହେଉ
ଜୟ ଜଗନ୍ନାଥ ସ୍ଵାମୀ 🙏🙏⭕‼️⭕🙏🙏🙏
Happy New year 2026 ଇଂରାଜୀ ନବ ବର୍ଷକୁ ଆପଣମାନଙ୍କୁ ସ୍ଵାଗତ 🙏🙏🙏🙏🙏

1 month ago | [YT] | 63

Manarupade@431

କଳା ଗୋସେଇଁ ହୋ ...
କଳା ଗୋସେଇଁ
କବାଟ ଆଡରେ ଦିଅ ଅନେଇଁ
ଜୀବନ ଦୁଃଖୀ ମୁଁ
ସିଂହ ଦୁଆରେ ତୋ ରହିଛି ଚାହିଁ

2 months ago | [YT] | 274

Manarupade@431

ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏⭕‼️⭕🙏🙏🙏

2 months ago | [YT] | 98

Manarupade@431

ତୋ ପୟରେ ଗଲି ଶରଣ
ଉଦ୍ଧାର କରିବୁ ତୁ ନାରୟଣ
ମୁଁ ଅଧମ ଜାଣେ ନାହିଁ ଭକତି
ଦୟାକରିବୁ ତୁହି ଶ୍ରୀପତି...

2 months ago | [YT] | 47

Manarupade@431

ହେ କଳା ନାଉରୀ....
ଏ ଭବସାଗରୁ କରି ଦେ ରେ ପାରି
ତୋ ହାତରେ ନାଆ
ତୁ ପରା ନାଉରୀ ,
ତୁ ଥାଉ ଥାଉ ଲୋଡା ନାହିଁ କିଛି ଆହୁରି
ହେ କଳା ନାଉରି.....
ଏ ଭବସାଗରୁ କରି ଦେ ରେ ପାରି

2 months ago | [YT] | 57

Manarupade@431

🌸🌸ଜୟ ମାଆ ଲକ୍ଷ୍ମୀ, ଜଗତ ଜନନୀ 🙏🙏🙏🙏

3 months ago | [YT] | 32

Manarupade@431

ଦେବଶିଳ୍ପୀ ବିଶ୍ଵକର୍ମା ପୂଜାର ଅଭିନନ୍ଦନ #biswakarma ପୂଜା

5 months ago | [YT] | 20

Manarupade@431

Dard vari sad poem coming soon manarupade@431 Youtube chennal ରେ

2 years ago | [YT] | 2

Manarupade@431

Happy holi all of u....... 💕❤️❤️💕

2 years ago | [YT] | 4