ନମସ୍କାର 🙏ଜୟ ଜଗନ୍ନାଥ 🙏ମୁଁ ରଞ୍ଜନ କୁମାର ।ଡାକ ନାମ ଆର୍କେ (RK) ।ଆଶା କରେ ଆପଣ ମାନେ ଭଲରେ ଥିବେ ।ଆପଣ ମାନଙ୍କ ଭଲ ପାଇବା ପାଇ ମୁଁ ବି ଭଲରେ ଅଛି ।ମୋ ପେଶା ହେଉଛି ଶିକ୍ଷକତା କିନ୍ତୁ ଅଭିନୟ କରିବା,ଗୀତ କବିତା ତଥା ସଂଳାପ ଲେଖିବା (ଚଳଚ୍ଚିତ୍ର ,ଧାରାବାହିକ ,ମଞ୍ଚ ନାଟକ ,ଯାତ୍ରା ଇତ୍ୟାଦିରେ)ଏବଂ କ୍ରିକେଟ ଖେଳିବା ହେଉଛି ମୋ ନିଶା ।ମୁଁ ଈଶ୍ୱର ଏବଂ କଠିନ ପରିଶ୍ରମ ରେ ବିଶ୍ୱାସ କରେ ।ମୋ channel ର ନାମଟିରେ ମୋ ନାମ ସହ 360 ଯୋଡିବାର ଉଦ୍ଧେଶ୍ୟ ଏହା ଅଟେ ଯେ ମୁଁ ମୋ channel ମାଧ୍ୟମରେ କିଛି ନିଦ୍ଧିଷ୍ଟ ବିଷୟ ବସ୍ତୁକୁ ନେଇ vlogs ନ କରି ମୋ ନିଶା ପେଶାଗତ ଜୀବନ ତଥା ଖାଦ୍ୟ, ଭ୍ରମଣ ଏବଂ ସମାଜ ଉପରେ ସୁ ପ୍ରଭାବ ପକାଉଥିବା vlogs କରୁଛି ।ଏସବୁ vlogs କରିବାର ମୁଖ୍ୟ ଉଦ୍ଧେଶ୍ୟ ହେଲା ଆପଣ ମାନଙ୍କ ମୁହଁରେ ଚେନାଏ ହସ ଫୁଟାଇ ନିଜେ ଖୁସି ହେବା ।ଭଲ ପାଇବା ଦ୍ୱାରା ସବୁ କିଛି ଜିତି ହୁଏ ବୋଲି ମୋର ବିଶ୍ୱାସ ।ଆସନ୍ତୁ ଭଲ ପାଇବା ବାଣ୍ଟିବା ❤️❤️❤️❤️❤️❤️
Insta -jovial_rk
www.instagram.com/reel/Cf8Y0pqMuP-/?igshid=YmMyMTA…