ନମସ୍କାର 🙏ଜୟ ଜଗନ୍ନାଥ 🙏ମୁଁ ରଞ୍ଜନ କୁମାର ।ଡାକ ନାମ ଆର୍କେ (RK) ।ଆଶା କରେ ଆପଣ ମାନେ ଭଲରେ ଥିବେ ।ଆପଣ ମାନଙ୍କ ଭଲ ପାଇବା ପାଇ ମୁଁ ବି ଭଲରେ ଅଛି ।ମୋ ପେଶା ହେଉଛି ଶିକ୍ଷକତା କିନ୍ତୁ ଅଭିନୟ କରିବା,ଗୀତ କବିତା ତଥା ସଂଳାପ ଲେଖିବା (ଚଳଚ୍ଚିତ୍ର ,ଧାରାବାହିକ ,ମଞ୍ଚ ନାଟକ ,ଯାତ୍ରା ଇତ୍ୟାଦିରେ)ଏବଂ କ୍ରିକେଟ ଖେଳିବା ହେଉଛି ମୋ ନିଶା ।ମୁଁ ଈଶ୍ୱର ଏବଂ କଠିନ ପରିଶ୍ରମ ରେ ବିଶ୍ୱାସ କରେ ।ମୋ channel ର ନାମଟିରେ ମୋ ନାମ ସହ 360 ଯୋଡିବାର ଉଦ୍ଧେଶ୍ୟ ଏହା ଅଟେ ଯେ ମୁଁ ମୋ channel ମାଧ୍ୟମରେ କିଛି ନିଦ୍ଧିଷ୍ଟ ବିଷୟ ବସ୍ତୁକୁ ନେଇ vlogs ନ କରି ମୋ ନିଶା ପେଶାଗତ ଜୀବନ ତଥା ଖାଦ୍ୟ, ଭ୍ରମଣ ଏବଂ ସମାଜ ଉପରେ ସୁ ପ୍ରଭାବ ପକାଉଥିବା vlogs କରୁଛି ।ଏସବୁ vlogs କରିବାର ମୁଖ୍ୟ ଉଦ୍ଧେଶ୍ୟ ହେଲା ଆପଣ ମାନଙ୍କ ମୁହଁରେ ଚେନାଏ ହସ ଫୁଟାଇ ନିଜେ ଖୁସି ହେବା ।ଭଲ ପାଇବା ଦ୍ୱାରା ସବୁ କିଛି ଜିତି ହୁଏ ବୋଲି ମୋର ବିଶ୍ୱାସ ।ଆସନ୍ତୁ ଭଲ ପାଇବା ବାଣ୍ଟିବା ❤️❤️❤️❤️❤️❤️
Insta -jovial_rk
www.instagram.com/reel/Cf8Y0pqMuP-/?igshid=YmMyMTA…


Ranjan Kumar 360

Coming with a new project ...Need all of ur luv n blessings 😊🥰 ‪@Amaramuzikodia‬ @Aam Tv Odia ‪@ManmayDey‬ ‪@RanjanKumar-wj5rv‬

1 year ago | [YT] | 5

Ranjan Kumar 360

18 ନମ୍ବର ଗୁଣ୍ଡାରୁ ପୁଷ୍ପା 2 ...ମିଟୁ ମିଥୁନ

2 years ago | [YT] | 3

Ranjan Kumar 360

ASHRUMOCHAN SIR❤️🙏

2 years ago | [YT] | 11

Ranjan Kumar 360

COMING SOON ..Directed by Bobby Islam Sir

2 years ago | [YT] | 7

Ranjan Kumar 360

up next ..Directed by Bobby Islam Sir

2 years ago | [YT] | 13

Ranjan Kumar 360

Birthday boy 🎂Keep loving n blessing me as always ❤️loads of luv ❤️

2 years ago | [YT] | 18

Ranjan Kumar 360

କାଲି ସନ୍ଧ୍ୟା 5 ରେ ଆସୁଛି ଏ ନୂଆ vlog ..ଦେଖିବାକୁ ଭୁଲିବେନି ..ଏହି ମନ୍ଦିର ବିଷୟରେ ଚକିତ କଲା ଭଳି କିଛି ତଥ୍ୟ ଜାଣିବାକୁ ପାଇବେ ..Watch this new vlog at 5pm tomorrow to know about some shocking facts about this famous temple of odisha

3 years ago | [YT] | 12

Ranjan Kumar 360

ଶୈଳେନ୍ଦ୍ର ଙ୍କୁ କିଏ ଆଉ କାହିଁକି kidnap କଲା 🤔

3 years ago | [YT] | 10

Ranjan Kumar 360

Coming soon ...Stay tuned .. https://youtu.be/qVPQH1j12Dc

3 years ago | [YT] | 21