ଏହି ଚାନେଲ ଟି ସବୁ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କ ପାଇଁ ଉଦିଷ୍ଟ ବିଶେଷ କରି ଯେଉଁମାନେ ଖାଦ୍ଯତିଆରି କରିବାରେ ନୁଆଁ ଏବଂ ରୁଚି ରଖନ୍ତି | ଏଠି ଆପଣମାନେ ସବୁ ପ୍ରକାରର ନିରାମିଷ ( veg ) ଓଡ଼ିଆ , ଇଣ୍ଡିଆନ, ଚାଇନିଜ recipes ସହଜରେ ଏବଂ ଅଳ୍ପ ସମୟରେ ଟିପ୍ସ ସହିତ କେମିତି ହେବ ଶିଖି ପାରିବେ | ଆମ ମାତୃ ଭାଷା ଓଡ଼ିଆ ( Odia ) ଏତେ ମଧୁର ଜେ ବନାଉଥିବା ସବୁ ଖାଦ୍ଯର ଶୈଳୀ କୁ ଓଡ଼ିଆ ରେ ହିଁ କୁହାଯାଇଛି | ତାହା ଦ୍ଵାରା ସବୁ ଓଡ଼ିଆ ମା , ମାଉସୀ ମାନେ ଅତି ସହଜରେ ବୁଝି ମଧ୍ୟ ପାରିବେ | ଯେଉଁମାନେ ଓଡ଼ିଆ ନୁହନ୍ତି ସହଜ ହେବା ପାଇଁ ସବୁ ଭିଡ଼ିଓ ରେ ଇଂଗ୍ରାଜୀ ରେ ମଧ୍ୟ ଲେଖା ହେଉଛି | ଆଜି Subscribe କରନ୍ତ | ଜୟ ଜଗନ୍ନାଥ |

This channel is for all my Odia mothers and sisters who wants to learn and make the recipes at home . Here you can learn perfect Odia , Indian , Chinese Veg recipes very easily with tips and tricks.
I am trying to upload as much videos I can and all videos are in Odia So that it will be easily understandable. English captions are being available for all my non-Odia viewers. Subscribe the channel and press the bell icon to get notification of our latest updates. Thank you.