ଜୟ ଜଗନ୍ନାଥ 🙏
ମା ନାଁ ଇତିଶ୍ରୀ ବେହେରା,
ଆପଣମାନଙ୍କୁ ମୋର You Tube Channel (Multiple art craft by Itishree ) କୁ ସ୍ଵାଗତ ଜଣାଉଛି ମୁଁ ଏହି ଚ୍ୟାନେଲ୍ ରେ ମୋର ଆର୍ଟ ଏବଂ କ୍ରାଫ୍ଟ ର ଭିଡିଓ ବନେଇବି। Pencil drawing, colour drawing, watercolor painting 🖌️ 🎨 Acrylic painting ଏବଂ କ୍ରାଫ୍ଟ ୱେଷ୍ଟ ଆଇଟମ ରେ।
ଆଉ ମୋର ମୁରୁଜ ଆର୍ଟ, ଝୋଟି ଚିତା ଆର୍ଟ, ମେହେନ୍ଦି ଲଗାଇବାର ଆର୍ଟ Mehendi designs।
ଆମ ଓଡ଼ିଶା କଳା କୃତୀ ର ସବୁ ଚିତ୍ର କଳା କୁ କିଛି ନୂଆ ରୂପ ଦେଖାଇବାକୁ ଇଚ୍ଛା ପ୍ରୟାସ।
ମୁ self taught artist 😊
ଯଦି ଆପଣ ସମସ୍ତେ ମୋର ସାଥ ଦେବେ ତ ମୁଁ ବହୁତ ନୂଆ ଆର୍ଟ କ୍ରଫ୍ଟ ଦେଖାଇ ପାରିବି ଆପଣମାଙ୍କୁ।
Plz Do Subscribe my youtube channel👉 (Multiple art craft by Itishree) & Click the 👉 beli 🔔 icon also to stay notify about my latest art craft video upload updates.
Video ku like comment share must karibe
Shared 8 months ago
13 views
Shared 10 months ago
11 views
Shared 1 year ago
24 views