ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଚ୍ଯାନେଲ । ଏହି ଚ୍ଯାନେଲରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦିପୀଠ ଶ୍ରୀନୀଳମାଧବ ଜୀଉ କ୍ଷେତ୍ର, କଣ୍ଟିଲୋ ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଗୁଣ ଗାନ, ଭଜନ, କୀର୍ତ୍ତନ ଦେଖିବାକୁ ପାଇବେ । ମା ଭାରତୀର ସେବାରେ ତନ, ମନ, ଧନ ସମର୍ପିତ ମୋର ମନ ପ୍ରାଣ ସଦା ଜାଗ୍ରତ ରଖିବା ସହ ପ୍ରଭୁ ମର୍ଯ୍ୟାଦାପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର ଗୁଣଗାନ ଏହି ଚ୍ଯାନେଲ ଦ୍ବାରା ଦେଖିପାରିବେ । ତା ସହିତ ହଜି ଯାଉଥିବା ସଂସ୍କୃତି, ଆମ ଓଡ଼ିଆ ପରମ୍ପରା ସହ ଜଡ଼ିତ, ଦଣ୍ଡନାଚ, ପାଲା, ଦାସକାଠିଆ, ପୌରାଣିକ ନାଟକ, ହରିନାମ ସଙ୍କୀର୍ତ୍ତନ, ଅଷ୍ଟପ୍ରହରୀ, ନାମଯଜ୍ଞ ଓ ପରମ୍ପରାର ପୁନରୁଦ୍ଧାର କରିବା ସହ ପୌରାଣିକ ଦର୍ଶନୀୟ ସ୍ଥାନ ଆପଣମାନଙ୍କ ସମ୍ମୁଖକୁ ଆଣିବା ମୋର ପ୍ରଥମ କର୍ତ୍ତବ୍ଯ । ଏଥିପାଇଁ କେବଳ ଆପଣମାନଙ୍କ ସହଯୋଗ ସହାନୁଭୂତି ଓ ଆଶିର୍ବାଦ (Subscribe, Like, Share & Comments) ପରି ନିତ୍ଯାନ୍ତ ଆବଶ୍ୟକ ।
👉 🌳🪴🌳 ଗୋଟିଏ ଗୋଟିଏ ବୃକ୍ଷ ରୋପଣ ନିତ୍ଯାନ୍ତ କରିବା ।
👉 🌍💧🌧️💧🌍 ଜଳ ସଂରକ୍ଷଣ ନିଶ୍ଚୟ କରିବା, ଯେତିକି ଆବଶ୍ୟକ ସେତିକି ବ୍ଯବହାର କରିବା ।
👉🐄🐄 ଗୋ ମାତାର ସେବା କରିବା🐄🐄 ।
👉 ପିତାମାତାଙ୍କ ସେବା ନିଜ ହାତରେ କରିବା ।
👉🇮🇳🚩🇮🇳 ତନ, ମନ, ଧନ ସମର୍ପିତ କରି ଭାରତ ମାତାର ସେବା କରିବା ।
Prana Kahani
ଶ୍ରୀମଦ୍ ଭାଗବତ ସପ୍ତାହ, ଶୈଳେଶ୍ରୀ ବିହାର, ଭୁବନେଶ୍ଵର । Pranakahani Live । Bhagabata Katha । #viral
2 days ago | [YT] | 0
View 0 replies
Prana Kahani
ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭ ।
ନିର୍ବିଘ୍ନମ୍ କୁରୁମେ ଦେବ ସର୍ବ କାର୍ଯ୍ୟେସୁ ସର୍ବଦା ।।
ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।
#ganeshchaturthi #ganeshpuja
#trending #ganesh #trend #puja #pranakahani #pranaodiavlogs #viralpost
@PranaOdiaVlogs34 @PranaKahani
4 months ago | [YT] | 7
View 1 reply
Prana Kahani
୭୯ତମ
ସ୍ବାଧିନତା ଦିବସ
ଉପଲକ୍ଷେ ଅନେକ ଅନେକ
ଶୁଭେଚ୍ଛା ଓ ଶୁଭକାମନା ।
🙏💐🇮🇳🇮🇳🇮🇳💐🙏
.
.
.
.
.
.
.
#independenceday #79independenceday
#india_independenceday #azadi #bharatmatakijay
#trending #viralpost #viral #pranaodiavlogs #pranakahani
@PranaKahani @PranaOdiaVlogs34
5 months ago | [YT] | 5
View 2 replies
Prana Kahani
ଶ୍ରୀକୃଷ୍ଣ
ଜନ୍ମାଷ୍ଟମୀ
ଉପଲକ୍ଷେ ଅନେକ ଅନେକ
ଶୁଭେଚ୍ଛା ଓ ଶୁଭକାମନା ।
🙏💐🚩💐🙏
.
.
.
.
.
.
.
#janmastami #shreekrushna #krushnajanma #ଜନ୍ମାଷ୍ଟମୀ
#କୃଷ୍ଣ #krushna #harekrushna #brundabana
#trending #viralpost #viral #pranaodiavlogs #pranakahani
@PranaKahani @PranaOdiaVlogs34
5 months ago | [YT] | 14
View 4 replies
Prana Kahani
🇮🇳୭୭ତମ🇮🇳
ସ୍ବାଧୀନତା ଦିବସ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।
🇮🇳"ହମ୍ ସବ୍ କା ଏକ୍ ହିଁ ନାରା, ଭାରତ ବିଶ୍ବଗୁରୁ ବନେ ହାମାରା"🇮🇳
🙏🇮🇳💐🚩🪷🚩💐🇮🇳🙏
ପ୍ରାଣ କାହାଣୀ @pranakahani
#independenceday #77thindependanceday🇮🇳🇮🇳❤️ #भारतमाताकीजय #हरघरतिरंगा #AmritMahotsav #mo_gaon_pathardwar #pranakahani #ସ୍ବାଧୀନତାଦିବସ #AdarshGramaPathardwar
2 years ago | [YT] | 3
View 0 replies
Prana Kahani
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବୋ ମହେଶ୍ବର,
ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ ।।
ଯଗ୍ଯଜ୍ଯୋତିସମଂ ଭାତି ଗ୍ଯାନବୈରାଗ୍ଯସୂଚକଂ,
ତେଜସମୃଦ୍ଧିସଙ୍କେତଂ ନମାମି ଭଗବା ଧ୍ବଜମ୍ ।।
ପବିତ୍ର ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ମୋର ସମସ୍ତ ଶିକ୍ଷା, ଦିକ୍ଷା, କର୍ମ ଗୁରୁ ଓ ଗୁରୁମାଙ୍କୁ ଶତଶତ କୋଟିପ୍ରଣାମ।
🙏🚩💐🪷💐🚩🙏
🌳🌳ଆସ🌳ଲଗାଇବା🌳ଗଛ🌳🌳
🌳🌳ଧରିତ୍ରୀ🌳ମା'କୁ 🌳କରାଇବା🌳ସ୍ବସ୍ଥ 🌳🌳
ପ୍ରାଣ କାହାଣୀ @pranakrushnabiswal
@pranakahani
#plantatree #savetrees🌴
#ଗଛ_ଲଗାଅ_ଜଗତ_ବଞ୍ଚାଅ_ଜଗନ୍ନାଥ_ବଞ୍ଚାଅ
#gurupurnima #गुरुपौर्णिमा #ଗୁରୁପୂର୍ଣ୍ଣିମା #gurupurnima2023 #rss4nation #rss #guruparampara #guruparampara🚩 #pranakahani #ଜୟଜଗନ୍ନାଥ #jayjagannath #जयजगन्नाथ #PranaKahani #mo_gaon_pathardwar
2 years ago | [YT] | 6
View 0 replies
Prana Kahani
ଜୟ ଜଗନ୍ନାଥ
ପବିତ୍ର ସୁନାବେଶ ବା ରାଜ ରାଜେଶ୍ବର ବେଶ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।
🌳🌳ଆସ🌳ଲଗାଇବା🌳ଗଛ🌳🌳
🌳🌳ଧରିତ୍ରୀ🌳ମା'କୁ 🌳କରାଇବା🌳ସ୍ବସ୍ଥ 🌳🌳
ପ୍ରାଣ କାହାଣୀ @pranakrushnabiswal
@pranakahani
#plantatree #savetrees🌴
#ଗଛ_ଲଗାଅ_ଜଗତ_ବଞ୍ଚାଅ_ଜଗନ୍ନାଥ_ବଞ୍ଚାଅ
#rathayatra #sunabesha #rathayatra2023 #ରଥଯାତ୍ରା
#sunabesha2023 #pranakahani #ଜୟଜଗନ୍ନାଥ #jayjagannath #जयजगन्नाथ #PranaKahani #mo_gaon_pathardwar
2 years ago | [YT] | 4
View 0 replies
Prana Kahani
ଜୟ ଜଗନ୍ନାଥ
ପବିତ୍ର ବାହୁଡ଼ାଯାତ୍ରା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।
🌳🌳ଆସ🌳ଲଗାଇବା🌳ଗଛ🌳🌳
🌳🌳ଧରିତ୍ରୀ🌳ମା'କୁ 🌳କରାଇବା🌳ସ୍ବସ୍ଥ 🌳🌳
2 years ago | [YT] | 4
View 0 replies
Prana Kahani
ଜୟ ଜଗନ୍ନାଥ
ପବିତ୍ର ରଥଯାତ୍ରା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।
🌳🌳ଆସ🌳ଲଗାଇବା🌳ଗଛ🌳🌳
ପ୍ରାଣ କାହାଣୀ @pranakrushnabiswal
@pranakahani
#plantatree #savetrees🌴
#rathayatra #rathayatra2023 #ପୁରୀରଥ_ଯାତ୍ରା #pranakahani #PranaKahani #mo_gaon_pathardwar
2 years ago | [YT] | 3
View 0 replies
Prana Kahani
ବନସ୍ତେ ଡାକିଲା ରଜ ବରଷକେ ଥରେ ଆସିଛି ରଜ...
ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ଯ ଗଣପର୍ବ ରଜ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।
🌳🌳ଆସ🌳ଲଗାଇବା🌳ଗଛ🌳🌳
ପ୍ରାଣ କାହାଣୀ @pranakrushnabiswal
@pranakahani
#plantatree #savetrees🌴
#raja #raja2023 #ରଜ #pranakahani #PranaKahani #mo_gaon_pathardwar
2 years ago | [YT] | 3
View 0 replies
Load more