ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଚ୍ଯାନେଲ । ଏହି ଚ୍ଯାନେଲରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦିପୀଠ ଶ୍ରୀନୀଳମାଧବ ଜୀଉ କ୍ଷେତ୍ର, କଣ୍ଟିଲୋ ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଗୁଣ ଗାନ, ଭଜନ, କୀର୍ତ୍ତନ ଦେଖିବାକୁ ପାଇବେ । ମା ଭାରତୀର ସେବାରେ ତନ, ମନ, ଧନ ସମର୍ପିତ ମୋର ମନ ପ୍ରାଣ ସଦା ଜାଗ୍ରତ ରଖିବା ସହ ପ୍ରଭୁ ମର୍ଯ୍ୟାଦାପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର ଗୁଣଗାନ ଏହି ଚ୍ଯାନେଲ ଦ୍ବାରା ଦେଖିପାରିବେ । ତା ସହିତ ହଜି ଯାଉଥିବା ସଂସ୍କୃତି, ଆମ ଓଡ଼ିଆ ପରମ୍ପରା ସହ ଜଡ଼ିତ, ଦଣ୍ଡନାଚ, ପାଲା, ଦାସକାଠିଆ, ପୌରାଣିକ ନାଟକ, ହରିନାମ ସଙ୍କୀର୍ତ୍ତନ, ଅଷ୍ଟପ୍ରହରୀ, ନାମଯଜ୍ଞ ଓ ପରମ୍ପରାର ପୁନରୁଦ୍ଧାର କରିବା ସହ ପୌରାଣିକ ଦର୍ଶନୀୟ ସ୍ଥାନ ଆପଣମାନଙ୍କ ସମ୍ମୁଖକୁ ଆଣିବା ମୋର ପ୍ରଥମ କର୍ତ୍ତବ୍ଯ । ଏଥିପାଇଁ କେବଳ ଆପଣମାନଙ୍କ ସହଯୋଗ ସହାନୁଭୂତି ଓ ଆଶିର୍ବାଦ (Subscribe, Like, Share & Comments) ପରି ନିତ୍ଯାନ୍ତ ଆବଶ୍ୟକ ।

👉 🌳🪴🌳 ଗୋଟିଏ ଗୋଟିଏ ବୃକ୍ଷ ରୋପଣ ନିତ୍ଯାନ୍ତ କରିବା ।
👉 🌍💧🌧️💧🌍 ଜଳ ସଂରକ୍ଷଣ ନିଶ୍ଚୟ କରିବା, ଯେତିକି ଆବଶ୍ୟକ ସେତିକି ବ୍ଯବହାର କରିବା ।
👉🐄🐄 ଗୋ ମାତାର ସେବା କରିବା🐄🐄 ।
👉 ପିତାମାତାଙ୍କ ସେବା ନିଜ ହାତରେ କରିବା ।
👉🇮🇳🚩🇮🇳 ତନ, ମନ, ଧନ ସମର୍ପିତ କରି ଭାରତ ମାତାର ସେବା କରିବା ।