Welcome to my Channel❤️🙏
ମୁଁ ତୁମର ସେଇ ଓଡ଼ିଆଣୀ ସାଥୀ ...ଯିଏ ପକ୍ଷୀ ଭଳି ସୁଦୂର ଉଡ଼ିବାରେ ଜୀବନ କୁ ପରିପୂର୍ଣ୍ଣ କରେ ...ଯିଏ ଭଲ ପାଏ ସେ ପାହାଡ଼, ଝରଣା, ନଦୀ, ବୃକ୍ଷ, ଲତା ଆଉ ଜଙ୍ଗଲକୁ......
ଯିଏ ସବୁବେଳେ ଚାହେଁ ପ୍ରକୃତି ମା କୋଳରେ ରହିବାକୁ ...
ପ୍ରକୃତିକୁ ତୂଳୀ ଧରି ଆଙ୍କିବା ବଦଳରେ ଯିଏ କବିତା ରେ ତୁମ ଆଗରେ ପ୍ରକାଶ କରିବ...ମୁଁ ତୁମର ସେଇ ଓଡ଼ିଆଣୀ ସାଥୀ ....
let's explore with me 🥰
#travel #travelvedios #travelvlogs #odisha #explore #explore more
Shared 7 months ago
149 views