Koraputia Natak Junction

Welcome to Koraputia Natak Junction!
ଏଠି ତୁମେ ପାଇପାରିବ ଶୁଦ୍ଧ ଦେଶୀ ମଜା, କମେଡି ନାଟକ, ଗାଁ ଲୋକ ଚରିତ୍ର, ଓ ନିଜ ଭାଷାର ହସ୍ୟା! ଆମ ଚାନେଲ୍ ହେଉଛି କୋରାପୁଟିଆ ଷ୍ଟାଇଲ୍ ର ମଜା ଓ ମନୋରଞ୍ଜନ ର ଝରି—ଯେଉଁଠି ତୁମେ ଦେଖିପାରିବ ବିଭିନ୍ନ କାହାଣୀ, କ୍ୟାରେକ୍ଟର୍ ଗପ, ଓ ଦିନଚର୍ଯ୍ୟା ଉପରେ ଆଧାରିତ ନାଟକ।








ହସ୍ୟାଦାୟକ ଗାଁ ନାଟକ (Desi Comedy Skits)

ଲୋକାଲ ଚରିତ୍ର ଭିତ୍ତିକ ମଜା (Funny Village Characters)

ଶିବା ଓ ତାଙ୍କ ସାଙ୍ଗ ମଣ୍ଡଳୀ (To Shiba and Team's Performances)

ଦେଶୀ ଜୀବନ ର ଅନୁଭୂତି