ଜୟ ଜଗନ୍ନାଥ 🙏
ଓଡ଼ିଆ ଜାତିର ଆରାଧ୍ୟ ଦେବତା ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ଏହି ଚ୍ୟାନାଲର ରଚନା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହିତ ଜଡ଼ିତ ବିଭିନ୍ୟ ତଥ୍ୟ ଏବଂ ଓଡ଼ିଶାର ଐତିହ୍ୟ, କଳା, ସଂସ୍କୃତି, ପରମ୍ପରା, ପୂଜା, ବାର, ବ୍ରତ, ପର୍ବପର୍ବାଣୀ ଏବଂ ଆଧ୍ୟାତ୍ମିକ ଅନୁଭୂତି ସଂପର୍କରେ ଅବଗତ କରାଇବା ମୋର ମୂଳ ଉଦ୍ଦେଶ୍ୟ ।

The creation of this channel is centered on the lord of the world, Shri Jagannath, the revered deity of the Odia nation. My main objective is to inform about the various facts related to Lord Jagannath and the heritage, art, culture, traditions, pujas and festivals of Odisha & to share spiritual experiences with you.
Jai Jagannath 🙏

#lordjagannath #jagannathlover #jagannathtemple #odisha #odia #odiafestival #odiapuja #spiritualexperience #facts #odiaculture #odiashorts #odiavideo