Hi I am Manoj Mishra.
ବ୍ୟସ୍ତ ବହୁଳ କାର୍ଯ୍ୟ ରୁ ସମୟ ଟିକେ ବାହାର କରି ମୁଁ ଯେବେ ଯେଉଁ ଆଡ଼େ ଯାଏ, କିଛି କିଛି ଭିଡିଓ କରି ସମୟ ପାଇଲେ ସେଗୁଡିକୁ upload କରେ,
ଏହି chanel ରେ ଆପଣ କେଵଳ ଚିତ୍ତ ବିନୋଦନ ପାଈଁ କଳା, ସଂସ୍କୃତି କୁ ନେଇ ବିଭିନ୍ନ ଭିଡ଼ିଓ, ବଶେଷ କରି ଯାତ୍ରା ଭିଡ଼ିଓ ପାଇବେ, ଏହି ଚାନେଲ ର ସମସ୍ତ ଭିଡିଓ କେବଳ ମନୋରଞ୍ଜନ ପାଈଁ ଅପଲୋଡ଼ କରାଯାଇଅଛି, କାହାରି ସମ୍ମାନ କୁ ଆଞ୍ଚ ଆସିବା ପାଇଁ କି କାହାରି ବି ମାନ ହାନି ଉଦ୍ଦ୍ୟେଶ୍ ରେ ନୁହେଁ । ମହାପ୍ରଭୁ ଆପଣ ଙ୍କୁ ଆଉ ମୋର ସମସ୍ତ ଦର୍ଶକ ମାନଙ୍କୁ ଆଶୀର୍ବାଦ କରନ୍ତୁ ।
ଚାନେଲ କୁ subscribe କରି, ଭୁଲ ଠିକ ଥିଲେ ମତାମତ ଦେବେ, ଜୟ ଜଗନ୍ନାଥ.