ଏହି ଚ୍ୟାନେଲ ରେ ବୀମା ବିଷୟରେ, ଜୀବନରେ କିଛି ମହତ୍ତ୍ୱ ପୂର୍ଣ୍ଣ ତଥ୍ୟ ଯାହାକୁ ଆଧାର କରି ଜଣେ ବ୍ୟକ୍ତି ତାର ନିଜର, ପରିବାରର, ସମାଜର ସ୍ୱାସ୍ଥ୍ୟ, ଅର୍ଥ, ଯଶ ରେ ଉନ୍ନତି ଆଣିପାରିବ ମଙ୍ଗଳ ସାଧନାର୍ଥେ ଜରୁରୀ ଟପିକ ଉପରେ ଭିଡ଼ିଓ ରଖାଯିବାର ଲକ୍ଷ୍ୟ ରଖାଯାଇଛି, ଆପଣ ଙ୍କୁ ଯଦି କୌଣସି ଟୋପିକ ଉପରେ ଜାଣିବାର ଅଛିନା ନିଶ୍ଚିତ ନିଃସଙ୍କୋଚରେ ଜଣାଇବେ ଅନୁରୋଧ l ଆପଣଙ୍କ ଠାରୁ ମଧ୍ୟ ଶିଖିବାର ଅଛି କିଛି ଶିଖିବାର ହିନ୍ଟସ ପ୍ରଦାନ କରିବା ହେବେ, ଆମାର ଲକ୍ଷ୍ୟ ମାନସିକ, ଶାରୀରିକ, ଆର୍ଥିକ, ସାମାଜିକ ଏବଂ ଆଧ୍ୟାତ୍ମିକ ଉନ୍ନତି ଆଣିବାର ପ୍ରୟାସ l ଲାଇଫ ଆଡ଼ଭାଇଜର ଏଥିପାଇଁ ରଖାଗଲା କାରଣ ଲାଇଫ ଉପରେ ଯାହା ଯାହା ଦରକାର ତାହାର ରିଭାଇଜ କରାଯିବ Knowledge about financial goal achieved
Knowledge about success
Knowledge about Freedom
See, feel, repeatspeaking, rightaction, mindprogramming and success
All types of Income knowledge
Like INCOME FROM YOUTUBE
INCOME FROM FACEBOOK
INCOME FROM ONLINE BUSINESS
INCOME FROM SALES
INCOME FROM SERVICE
Any thing about knowledge for Life beautiful