ଓଡ଼ିଆ Tech Guru9.3

ନମସ୍କାର.... ଜୟ ଜଗନ୍ନାଥ 🙏🙏
ଓଡ଼ିଆ Tech Guru ଚ୍ୟାନେଲ କୁ ଆପଣ ମାନଙ୍କୁ ସ୍ଵାଗତ💐ଜଣାଉଛି | ଏହି ଓଡ଼ିଆ ଟେକ୍ ଚ୍ୟାନେଲ ଏକ ନୂତନ ସଂକଳ୍ପ ଯେଉଁଠି ଟେକ୍ନୋଲୋଜିର ଜିଜ୍ଞାସା ଓ ଆଗ୍ରହକୁ ପୂରଣ କରିବାକୁ ସର୍ବଦା ତତ୍ପର | ଆପଣ ଏଠାରେ ବିଭିନ୍ନ ମୋବାଇଲ୍ ଏପ୍ଲିକେସନ୍, ଇଣ୍ଟରନେଟ୍ ସୁରକ୍ଷା ବିଧାନ, Govt.New Update, ଏବଂ ସାଇବର ସେଫଟି ବିଷୟରେ ସମସ୍ତ ସୂଚନା ଅନ୍ତର୍ଭୁକ୍ତ କରିବା ସହିତ Youtube TECH Tips ଏବଂ Tricks ପ୍ରତ୍ୟେକ ଙ୍କ ପାଇଁ ସରଳ ଓ ସହଜ ଉପାୟରେ ବୁଝାଇ ଦିଆ ଯାଇଥାଏ | ଏହି ଚ୍ୟାନେଲ କେବଳ ଏକ ସୂଚନାମୂଳକ ମାଧ୍ୟମ ନୁହେଁ,ଏହା ଆପଣଙ୍କୁ ଟେକ୍ନୋଲୋଜି ବିଷୟରେ ଆବଶ୍ୟକ ବିଶେଷ ତଥ୍ୟ, ଟ୍ରିକ୍ସ ଏବଂ ହ୍ୟାକ୍ସ ଅନୁପାତି ଦେବାର ସାହାଯ୍ୟ କରିଥାଏ |
ଏଠାରେ ପ୍ରତ୍ୟେକ ଭିଡିଓ ଏକ ଉତ୍ସାହ ଏବଂ ଆବିଷ୍କାର ପରି ଆପଣଙ୍କ ମନକୁ ଆକର୍ଷଣ କରିବ, ଏବଂ ଏକ ସୁଖଦ ଶିକ୍ଷାନୁଭବ ଦେବାକୁ ସ୍ୱପ୍ନ ପୂରଣର ମାର୍ଗ ଭାବେ ପ୍ରଦାନ କରିବ |
ଯଦି ଆପଣ ଜଣେ ସଫଳ ୟୁଟୁବର ବନିବାକୁ ଚାହୁଁଥାନ୍ତି.? ତେଣୁ Channel କୁ subscribe କରି Latest Update Pain Bell icon ku ଅଲ୍ ଉପରେ press କରିବାକୁ ଅନୁରୋଧ

ମୁଁ ମିଳିବ ଆପଣ ମାନଙ୍କୁ ଚ୍ୟାନେଲ ରେ ଭିଡିଓ ମାଧ୍ୟମରେ
ସେତେବେଳେ ଯାଏ ନମସ୍ତେ ଭଲରେ ଥାଆନ୍ତୁ ସମସ୍ତେ ||
ଜୟ ଜଗନ୍ନାଥ 🌺🌺🌺
🙏🙏🙏