ନମସ୍କାର ମୁଁ ଲିନା ମିଶ୍ର ଆପଣ ମାନଙ୍କୁ ମୋର ସମସ୍ତ ଦର୍ଶକ ବନ୍ଧୁ ମାନଙ୍କୁ ସ୍ଵାଗତ କରୁଛି! ମୁଁ ଆପଣ ମାନଙ୍କୁ ଅନୁରୋଧ କରୁଛି ଏହି ଚାନେଲ ର ସମସ୍ତ କାର୍ଯ୍ୟ କର୍ମ ଦେଖେଇବାକୁ ଚାହୁଁଛି ଆପଣ ଦୟା କରି ମତେ ସାହାଯ୍ୟ କରନ୍ତୁ ମୋର ପ୍ରଥମ ଚ୍ୟାନେଲ ସାରସ୍ୱତ ଟିଭି ଏବଂ ଏହି ଚ୍ୟାନେଲ ଟି ହେଲା (ଶାଶ୍ଵତ) ଆପଣ ଟିକେ ସାହାଯ୍ୟ କଲେ ଆଗକୁ ବଢ଼ିପରିବି ଜୟ ଜଗନ୍ନାଥ 🙏🙏
Shared 2 years ago
43 views