Odiavlogger Shree (GERMANY)

ନମସ୍କାର ସାଙ୍ଗମାନେ,

ଜୟ ଜଗନ୍ନାଥ, ଏହି channel ଟି ହେଉଛି Travel Vlogging, Entertainment, recipes, Art, song, my own creativity, daily life vlog ବିଷୟରେ, ମୋ ନାଁ ଶୁଭଶ୍ରୀ, ମୋ channel ନାଁ Odia Vlogger Shree, ଏହି channel ଟି ମୁଁ ଓଡ଼ିଆ ଲୋକ ମାନଙ୍କ ପାଇଁ ଓ ଦେଶ ବିଦେଶର ଲୋକ ମାନଙ୍କୁ ଆମ ଓଡ଼ିଆ culture ବିଷୟରେ ଜଣେଇବା ପାଇଁ English subtitles ଦେଇ ବନଉଛି| ମୁଁ ବର୍ତ୍ତମାନ Germany ରେ ରହୁଛି, ମୁଁ ଜଣେ ଓଡ଼ିଆ ହୋଇଥିବାରୁ ଆପଣ ମାନଙ୍କୁ ଜର୍ମାନୀ ବିଷୟରେ ବହୁ ଅଜଣା ତଥ୍ୟ ଓ ଏଠିକାର tourist place ବି ଵୁଲାଉଛି | ତା ସହିତ ମୁଁ ମୋର ଓଡ଼ିଆ Daily Life routine ବି share କରୁଛି, ମୁଁ ମୋର କିଛି hidden talent ଯେମିତିକି Art, painting and song ବି ଦେଖଉଛି, ଭଲ ଭଲ ରେସିପି ବି ବନାଇ ଦେଖାଉଛି, ଜର୍ମାନୀ ରେ ରହି ବି ଆମ ଓଡ଼ିଶା ତଥା ଆମ ଦେଶର festival ସବୁ କେମିତି celebration କରୁଛୁ ଦେଖାଉଛି |
🌻🌻🌻
Hi Namaskar,

My name is Subhashree
This channel is about full of entertainment,song, music, art, recipes and visiting places. All the content is my creativity Art and cultural activities.Currently I am staying in Germany

Thank you All,
@OdiaVloggerShree