My Kitchen by Sumitra😍😍@88

🙏ଜୟ ଜଗନ୍ନାଥ🙏 ଆମ ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ଖାଦ୍ୟ ସତରେ ବହୁତ୍ ନିଆରା । ମୋତେ ମଧ୍ୟ ଭିନ୍ନ ଭିନ୍ନ ଧରଣର ସ୍ଵାଦିଷ୍ଟ ଓ ରୁଚିକର ରୋଷେଇ କରିବାକୁ ବହୁତ୍ ଭଲ ଲାଗେ । ମୁଁ ଶିଖି ଥିବା ରୋଷେଇ ଗୁଡ଼ିକୁ ଅତି ସହଜ ଢଙ୍ଗ ରେ ମୋର ଏହି ଚ୍ୟାନେଲ "My Channel by Sumitra" ମାଧ୍ୟମରେ ଆପଣଙ୍କ ପାଖରେ ପହଁଞ୍ଚାଇବା ପାଇଁ ଏକ ଛୋଟ ପ୍ରୟାସ । 🙏 ଧନ୍ୟବାଦ 🙏

🙏Jai Jagannath🙏 Our Odia culture and Odia food is really unique. I also love to cook different kinds of delicious and tasty food. A small effort to bring the recipes I have learned to you in a very easy way through my channel "My Channel by Sumitra". 🙏Thank You 🙏