Hii friends ନମସ୍କାର ମୁଁ କନ୍ଧମାଳ ଝିଅ। ଆପଣ ମାନଙ୍କୁ ମୋ ଚ୍ୟାନେଲ ରେ ସ୍ୱାଗତ କରୁଛି । ମୁଁ ମୋର Jina antar vlogs channel ରେ my daily life style my family ଆଉ ଆମ ଗାଁ ଗହଳି vlogs । ନାଚ ଗୀତ Masti କରି ଆପଣ ମାନଙ୍କୁ Video ମାଧ୍ୟମରେ ଖୁସି କରିବା ମୋର ଲକ୍ଷ
ଏଣୁ ଆପଣ ମାନଙ୍କୁ ମୋର ଅନୁରୋଧ ମୋ ଚ୍ୟାନେଲ କୁ Subscribe କରି ଆଗକୁ ବଢିବା ନିମନ୍ତେ Support କରନ୍ତୁ
ସମସ୍ତଙ୍କୁ ଧନ୍ୟବାଦ 🙏🙏🙏🙏

E-mail=digaljina385@gmail.com