କାହାଣୀ ମାଧ୍ୟମ ରେ ଶିକ୍ଷଣ ଦେବା ଆମର ଉର୍ଦ୍ଦେଶ୍ୟ || ଆମର ଲକ୍ଷ୍ୟ ଆପଣ କିପରି ଭାବରେ ସଫଳତା କୁ ପାଇପାରିବେ ଏବଂ ସଫଳତା ଦିଗରେ ଆପଣମାନଙ୍କୁ କଣ କଣ ସଠିକ୍ କାମ କରିବା ଉଚିତ୍ ତାହା ଆମେ ଆମ ଭିଡିଓ ମାଧ୍ୟମରେ ବା ଆମେ ଆମ କାହାଣୀ ମାଧ୍ୟମରେ ଆମେ ଆଲୋଚନା କରିବା || ଆପଣମାନେ ଯଦି ବାରମ୍ବାର ଅସଫଳ ହେଉଛନ୍ତି, ଆପଣଙ୍କର ଭବିଷ୍ୟତ କୁ ନେଇ ଚିନ୍ତିତ ଅଛନ୍ତି ତାହେଲେ ଆମର ଭିଡିଓଟିକୁ ଦେଖନ୍ତୁ କାହାଣୀ ଟିକୁ ବୁଝିବାକୁ ଚେଷ୍ଟା କରନ୍ତୁ || ଯଦି ଆପଣମାନଙ୍କୁ ଭିଡିଓ ଭଲ ଲାଗି ଥାଏ || ତାହେଲେ ଆପଣ ମାନେ ଆମ ଚେନଲ କୁ SUBSCRIBE AND LIKE କରନ୍ତୁ || ଧନ୍ୟବାଦ ||