ନମସ୍କାର ମୁଁ କେଶବ ମଣ୍ଡଳ । ମୋର ଚ୍ୟାନେଲ ର ନାମ Keshab Mvlog. ଆପଣ ମାନଙ୍କୁ ମୋ ଚ୍ୟାନେଲ ରେ ସ୍ବାଗତ କରୁଛି। ମୁଁ ଆପଣ ମାନଙ୍କୁ ଆଦିବାସୀ ଲୋକ ମାନଙ୍କର ସଉରା ବିବାହ ଉତ୍ସବ,ସଉରା ନାଚ, ଗୀତ ଏବଂ ଶବର ସମାଜର ଛାତ୍ର ଛାତ୍ରୀ ସମ୍ମିଳନୀର Dance ଓ ଗୀତ stage Program ଏଵ° ଶବର ସମାଜର ସଂକ୍ରାନ୍ତି Meetingର ଗୀତ ବା vlog ଭିଡ଼ିଓ ଏବ° ସମସ୍ତ ପ୍ରକାର ପର୍ବପର୍ବାଣୀର ଭିଡ଼ିଓ ଦେଖାଇ ବାକୁ ଚାହୁଁ ଅଛି । ଆପଣ ମାନେ ମୋତେ ସହଯୋଗ କରନ୍ତୁ

"Namaskar, I am Keshab Mandal. I welcome you all to my channel 'Keshab Mvlog'.
Through my channel, I want to show you the traditional Soura tribal weddings, Soura dance, Soura folk songs, and stage programs of the Shabar community including student gatherings, song performances, and dances.
I also cover videos of Sankranti meetings of the Shabar community and various other cultural festivals and celebrations.
I request you all to support me."

Like-Share-Comments- Subscribe My Chennal

Instagram-instagram.com/keshabmandal742vlog?igshid=MzNlNGNkZ…