🙏SATASANG MY LIFE🙏

ନମସ୍କାର ଦର୍ଷକବନ୍ଧୁ ଆପଣମାନଙ୍କୁ SATASANG MY LIFE You Tube Channel ରେ ମୁଁ ଆପଣମାନଙ୍କୁ ସ୍ବାଗତ ଜଣାଉଛି । ଏହି Channel ମାଧ୍ୟମରେ ଜଣାଇବି ମୁଁ।🙏 ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ସତସଙ୍ଗ ଭଜନ, କୀର୍ତ୍ତନ,ଯାଜନ,କୋରଶ ଏବଂ ପାଲା Video ମଧ୍ୟ Upload କରିଥାଏ 🙏

ଆଶା କରୁଛି ମୋର ଏହି ଭିଡିଓ ସବୁ ଆପଣଙ୍କୁ ବହୁତ ଭଲ ଲାଗିବ।

ଭିଡିଓ ଯଦି ପ୍ରଥମ ଥର ପାଇଁ ଦେଖୁଛନ୍ତି ତେବେ Video ଟିକୁ like କରନ୍ତୁ comment କରନ୍ତୁ Subscribe କରି ଗୁରୁ ଭାଇ ମାନଙ୍କ ପାଖକୁ Share କରନ୍ତୁ ଏବଂ Bell icon ଟଚକରି All
କରିଦିଅନ୍ତୁ କାହିଁକି ନା ଚ୍ୟାନେଲରେ ନୁଆ ନୁଆ ଭିଡିଓ ପ୍ରଥମେ ଆପଣ ଦେଖିପାରିବେ 🙏 ଜୟ ଗୁରୁ 🙏


🙏🙏🙏Thank you 🙏🙏
______________________________________________________