Satyapriya Production

ଜୟ ଜଗନ୍ନାଥ 🙏 ମୋର ଏହି new channel "Satyapriya Production" କୁ ଆପଣ ମାନଙ୍କୁ ହୃଦୟରୁ ସ୍ଵାଗତ... ସଂଗୀତ ମାଧମରେ ମନୋରଞ୍ଜନ କରାଇବାର ଏକ ଛୋଟ ପ୍ରୟାସ ନେଇ ଆରମ୍ଭ ଏହି ଅଭିଯାନ ଆଶା ଏବଂ ବିଶ୍ୱାସ ଏହା ଆପଣମାନଙ୍କ ପାଖରେ ନିଶ୍ଚିନ୍ତ ଆଦୃତ ହେବ...