ମନରେ ଦିବ୍ୟଚିନ୍ତନ,ପ୍ରାଣରେ ଦିବ୍ୟତା ଅନୁଭବ,ଆଚରଣରେ ଦିବ୍ୟତା ପ୍ରକାଶ, କର୍ମରେ,ବଚନରେ ଓ ବାଣୀରେ ଦିବ୍ୟତାପଥେ ନେବା ଏବଂ ଦିବ୍ୟ ଆଲୋକ,ଦିବ୍ୟଜ୍ଞାନ, ଦିବ୍ୟପ୍ରେମ ଓ ଦିବ୍ୟପଥରେ ବ୍ୟକ୍ତିଙ୍କୁ ନେବା ହେଉଛି ଦିବ୍ୟଚିନ୍ତନ ଚ୍ୟାନେଲର ମୂଳ ଲକ୍ଷ୍ୟ |

ଏହାର ଅର୍ଥ ଯେଉଁ କର୍ମ, ଆଚରଣ, ମନନ, କ୍ରିୟା ଓ ପ୍ରତିକ୍ରିୟା ଦ୍ୱାରା ନିଜ ଭିତରେ ଦିବ୍ୟଚିନ୍ତନ ଭରି ରହିବ ତାହା ହେଉଛି ଆଧ୍ୟାତ୍ମ |
ଦିବ୍ୟଚିନ୍ତନ ଦ୍ୱାରା ନିଜର ଆତ୍ମାକୁ ପରମାତ୍ମାଙ୍କ ଦ୍ୱାରା ମିଳନ କରାଇବା ହେଉଛି ଦିବ୍ୟଚିନ୍ତନ ଚ୍ୟାନେଲର ମୂଳ ଲକ୍ଷ୍ୟ |

"Divyachintana" Youtube Channel is Created by Mr. Brahmananda Pani. This Channel is meant for uploading True Spiritual Messages for uplifting Spiritual, Social & Human Values.

Mr. Brahmananda Pani, The Entrepreneur & Publisher of DHANAMANA SOLUTIONS, Bhubaneswar.

#Divyachintana #BrahmanandaPani, @brahmanandapani @brahmanandapaniofficial @divyachintana #Divyabani, #Paramatmaodia

E-Mail : divyachintanaodia@gmail.com