ଜୟ ଜଗନ୍ନାଥ , ପ୍ରିୟ ଆତ୍ମନ୍
ଉତ୍କଳର କଳା ସଂସ୍କୃତି କୁ ଜନମାନସ ରେ ଆଦୃତ କରି ବିଲୀନ ହେବାକୁ ଯାଉଥିବା ଆମ ପରମ୍ପରା ସଂସ୍କୃତି କୁ ଉଦ୍ଜିବିତ କରିବାର ଛୋଟ ପ୍ରୟାସ ଟିଏ ଏହି ୟୁଟ୍ୟୁବ୍ ଓ ଫେସବୁକ୍ ମାଧ୍ୟମରେ ଚେଷ୍ଟା କରୁଅଛି । ଅର୍ଥ ଉପାର୍ଜନ କରିବା ଉଦ୍ଦେଶ୍ୟ ନୁହେଁ , କି like, comments ର ଆବଶ୍ୟକତା ନାହିଁ କେବଳ ଏତିକି ମାତ୍ର ଆଶା କରୁଛି କି ଆପଣ ସଦାସର୍ବଦା ଆମ ପରମ୍ପରା ସଂସ୍କୃତି କୁ ଟିକେ ଟିକେ ମନେ ପକାଇ ଭଲ ପାଇବା ଦିଅନ୍ତୁ । ନଚେତ୍ ଭବିଷ୍ୟତ ରେ ଆଉ ଏ କଳା ସଂସ୍କୃତି ଦେଖିବାକୁ ନ ମିଳି ପାରେ। ଜୟ ଶ୍ରୀ ଜୟ ଜଗନ୍ନାଥ ।
Shared 56 years ago
627 views
Shared 56 years ago
1.4K views
Shared 56 years ago
1.2K views
Shared 56 years ago
787 views
Shared 56 years ago
930 views
Shared 56 years ago
595 views
Shared 56 years ago
343 views
Shared 56 years ago
114 views
Shared 56 years ago
72 views
Shared 56 years ago
2.9K views
Shared 56 years ago
3.3K views