ସଂସ୍କୃତି SANSKRUTI

ଜୟ ଜଗନ୍ନାଥ , ପ୍ରିୟ ଆତ୍ମନ୍
ଉତ୍କଳର କଳା ସଂସ୍କୃତି କୁ ଜନମାନସ ରେ ଆଦୃତ କରି ବିଲୀନ ହେବାକୁ ଯାଉଥିବା ଆମ ପରମ୍ପରା ସଂସ୍କୃତି କୁ ଉଦ୍ଜିବିତ କରିବାର ଛୋଟ ପ୍ରୟାସ ଟିଏ ଏହି ୟୁଟ୍ୟୁବ୍ ଓ ଫେସବୁକ୍ ମାଧ୍ୟମରେ ଚେଷ୍ଟା କରୁଅଛି । ଅର୍ଥ ଉପାର୍ଜନ କରିବା ଉଦ୍ଦେଶ୍ୟ ନୁହେଁ , କି like, comments ର ଆବଶ୍ୟକତା ନାହିଁ କେବଳ ଏତିକି ମାତ୍ର ଆଶା କରୁଛି କି ଆପଣ ସଦାସର୍ବଦା ଆମ ପରମ୍ପରା ସଂସ୍କୃତି କୁ ଟିକେ ଟିକେ ମନେ ପକାଇ ଭଲ ପାଇବା ଦିଅନ୍ତୁ । ନଚେତ୍ ଭବିଷ୍ୟତ ରେ ଆଉ ଏ କଳା ସଂସ୍କୃତି ଦେଖିବାକୁ ନ ମିଳି ପାରେ। ଜୟ ଶ୍ରୀ ଜୟ ଜଗନ୍ନାଥ ।


ସଂସ୍କୃତି SANSKRUTI

ଶ୍ରଦ୍ଧାଞ୍ଜଳି

10 months ago | [YT] | 24

ସଂସ୍କୃତି SANSKRUTI

ଜୟ ଶ୍ରୀ ଜୟ ଜଗନ୍ନାଥ

11 months ago | [YT] | 19

ସଂସ୍କୃତି SANSKRUTI

ଡିସେମ୍ବର ୨୫ କୁ ଆପଣ କେମିତି ପାଳନ କରିବେ !

1 year ago | [YT] | 4

ସଂସ୍କୃତି SANSKRUTI

ସମୟ ବଦଳୁଛି । ନୂତନ ବର୍ଷ କୁ ଭଜନ ଦ୍ଵାରା ସ୍ୱାଗତମ୍

1 year ago | [YT] | 16

ସଂସ୍କୃତି SANSKRUTI

पूज्य महाराज जी की परम भक्ता परम पूज्या माताजी के अंतिम यात्रा के पावन दर्शन।

1 year ago | [YT] | 9