ଶ୍ରୀ ସତ୍ୟସାଇ ସେବା ସମିତିରେ ନିଶୁଳ୍କ ଗଣ ବ୍ରତୋପନୟନ
ଶ୍ରୀ ସତ୍ୟସାଇ ସେବା ସମିତି, ସାଲେପୁର ଠାରେ ପୂର୍ବବର୍ଷମାନଙ୍କ ଭଳି ଏ ବର୍ଷ ମଧ୍ୟ ଗଣବ୍ରତୋପନୟନ କାର୍ଯ୍ୟ ଆସନ୍ତା ମାର୍ଚ୍ଚ ମାସ ୨୭ ତାରିଖ ବୁଧବାର ଦିନ ସାଲେପୁର ସରସ୍ୱତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ କରାଯିବା ପାଇଁ ସ୍ଥିର କରାଯାଇଅଛି ।
- ଏଥିରେ ଆଳ ସଚ୍ଛଳ ନବା ବ୍ରାହ୍ମଣ ପିଲାମାନଙ୍କର ନିଶୁଳ୍କ ବ୍ରତୋପନୟନ କରାଯିବ ।
- ଏଥିରେ ବ୍ରତ କରାଇବାକୁ ଋହୁଁଞ୍ଚା ଅଭିଭାବକମାନେ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିପାରିବେ ।
ତେଣୁ ଆଗ୍ରହୀ ଅଭିଭାବକ/ ପିତାମାତାମାନେ ତା.୨୦/୦୩/୨୦୨୪ ରିଖ, ବୁଧବାର ସୁଦ୍ଧା ନିର୍ଦ୍ଦିଷ୍ଟ ଫର୍ମରେ ଆବେଦନ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଉଅଛି।
Shared 1 year ago
104 views