ଓଡିଶା ର ସାମାଜିକ ଅର୍ଥନୈତିକ ଓ ଜ଼ନ ସାଧାରଣ ଙ୍କର ସମସ୍ୟା କୁ ଲୋକଲୋଚନ ରେ ପରି ପ୍ରକାଶ କରିବା ସହିତ ଓଡିଶା ର ସଂସ୍କୃତି ଓ ସାଂସ୍କୃତିକ ଭାବ ଧାରା କୁ ପ୍ରସାର ପ୍ରଚାର କରିବା ଉତ୍କଳ ନିଉଜ଼ ର ପ୍ରାଥମିକତା |ଏହା ସହ ଗ୍ରାମାଞ୍ଚଳ ର ସମସ୍ୟା ଓ ଯୁବ ଗୋଷ୍ଠୀ ମାନଙ୍କ ମଧ୍ୟରେ କ୍ରୀଡା ମନ ଭାବି ସୃଷ୍ଟି କରିବା ଏହି ଚାଁନେଲ ର ଏକ ପ୍ରମୁଖ ଧାରା |


7:00

Shared 1 week ago

24 views