SANJI CS OFFICIAL

ମୋର ଏତେ ଜ୍ଞାନ ନାହିଁ ଯେ ମୁଁ ମାଆ ର ମମତା କୁ ମାଆ ର ତ୍ୟାଗ କୁ ସାଧା କାଗଜରେ ଶବ୍ଦ ର ବନ୍ଧନରେ ବାନ୍ଧିପାରିବି ଯଦି ମାଆ କୁ ବ୍ୟକ୍ଷା କରିବାର ପ୍ରତିଯୋଗିତା ହୁଏ ତେବେ ମୁଁ ହସି ହସି ମୋର ପରାଜୟ ସ୍ଵୀକାର କରି ବି
ଜୟ ଜଗନ୍ନାଥ