ଜୟ ଜଗନ୍ନାଥ⭕‼️⭕ ସାଙ୍ଗମାନେ l ମୋର ୟୁଟ୍ୟୁବ ପରିବାରରେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଏବଂ ଶୁଭକାମନା l ମୁଁ ପ୍ରଶାନ୍ତ କୁମାର ସୁକାରୀ ,ପୁରୀ ଜ଼ିଲ୍ଲାର ପ୍ରସିଦ୍ଧ ସାକ୍ଷୀଗୋପାଳମାଟିର ପୁଅ l ମୁଁ 2023 ରେ ରେଗୁଲାର ହାଇ ସ୍କୁଲ ଶିକ୍ଷକ (RHT )ପରୀକ୍ଷାରେ 1st attempt ରେ Rank 168 ରଖିକି ଏବେ kendrapara ଜିଲ୍ଲାରେ ଶିକ୍ଷକ ଭାବରେ କାର୍ଯ୍ୟରତ। ଶିକ୍ଷକତା କରିବା ସହ ଅନ୍ୟକୁ ସାହାଯ୍ୟ ଏବଂ ପ୍ରେରଣା ଦେବାକୁ ମୋତେ ଭଲ ଲାଗେ l
ଏହି channel ରେ ମୁଁ ଆପଣମାନଙ୍କୁ ଜଣେଇବି ମୁଁ କେମିତି ପ୍ରଥମ ପ୍ରୟାସରେ Govt.B.Ed,Osstet,Otet,Junior Teacher,SSC MTS(2019) crack କରିଛି। ଆପଣମାନେ ମଧ୍ୟ କିପରି Any Govt. Exams କୁ easily crack କରିପାରିବେ , ସେଥିପାଇଁ ଆପଣମାନଙ୍କୁ Guidance ଦେବା ପାଇଁ ମୁଁ ଅଧିକ ଆଗ୍ରହୀ।।
ଏହି channel re ମୁଁ ଆପଣମାନଙ୍କୁ ମୋର daily lifestyle,School ରେ କିଛି ମୁହୂର୍ତ୍ତ Village life ବିଷୟରେ ଜଣେଇବି।ଆପଣ ମାନଙ୍କ ଭଲପାଇବା ଏବଂ ଆଶିର୍ବାଦ ମୋ ଏବଂ ମୋର ପରିବାର ଉପରେ ଏମିତି ସଦା ସର୍ବଦା ରହିଥାଉ,ଯେଉଁଥିପାଇଁ ମୁଁ ଆପଣ ମାନଙ୍କ ନିକଟରେ ଚିରୋପକୃତ l ଜୟ ଜଗନ୍ନାଥ ⭕‼️⭕🙏🙏🙏
।। ଧନ୍ୟବାଦ।।
Shared 5 months ago
156 views
Shared 6 months ago
323 views
Shared 6 months ago
327 views
Shared 7 months ago
538 views
Shared 7 months ago
607 views
Shared 7 months ago
358 views