ବସୁଧା ମିଡ଼ିଆ,
ଏ ମାଟିର ସ୍ୱର ,ଆମେ କହିବୁ ଏ ମାଟିର କଥା ,ଆମେ କହିବୁ ଏ ମାଟିଲୋକଙ୍କ ସମସ୍ୟାର କଥା ।ବସୁଧା ମିଡ଼ିଆ ସର୍ବଦା ପକ୍ଷପାତିତା , ଗାଳି ସମାଲୋଚନା ,ଧମକ,ରାଜନୈତିକ ଚାପରୁ ଉର୍ଦ୍ଧ୍ଵ ରେ ରହି ସାଲିସ ବିହୀନ ନିରାଟ ସତ୍ୟ ଖବର ପରିବେଷଣ କରିବାପାଇଁ ସଙ୍କଳ୍ପବଦ୍ଧ।