ଉତ୍କୃଷ୍ଟ କଳାର ଦେଶ ଉତ୍କଳ । ପ୍ରାଚୀନ କାଳରେ ଏହା ଉତ୍କୃଷ୍ଟ କଳାର ଦେଶ ଥିଲା ବୋଲି ଜଣାଯାଇଥାଏ । ଉତ୍କଳର ସୈନିକମନେ କୁରୁକ୍ଷେତ୍ର ଯୁଦ୍ଧରେ କୌରବଙ୍କ ପକ୍ଷରୁ ଲଢ଼ିଥିଲେ ବୋଲି ମହାଭାରତରେ ବର୍ଣ୍ଣନା କରାଯାଇଅଛି । ଭାରତର ଜାତୀୟ ସଙ୍ଗୀତ ଜନ ଗଣ ମନରେ ଓଡ଼ିଶାର ପ୍ରାଚୀନ ନାମ ଉତ୍କଳକୁ ସଂସ୍ଥାପିତ କରାଯାଇଛି। ଓଡ଼ିଶା ସମ୍ବନ୍ଧରେ ସମସ୍ତ ଖବର ଏହି ଉତ୍କଳ ତକ୍ ଚ୍ୟାନେଲ ରେ ଉପଲବ୍ଧ।

Utkal is the land of excellent art. It is said to have been the land of excellent art in ancient times. It is described in the Mahabharata that in the war of Kurukshetra, the soldiers of Utkala fought on behalf of the Kauravas. Utkala, the ancient name of Orissa, has been established in the national anthem of India.Anything about Odisha, is here at 'Utkal Tak' .