Subsri official channel

ଜୟ ଯାଦବ----ଜୟ ମାଧବ
ଜୀବନରେ କେବେ କାହାକୁ ଠକିକି,ଅହଂକାର,କିମ୍ଵା ସ୍ବାର୍ଥ ରେ ଆଗକୁ ଯିବାକୁ ଚେଷ୍ଟା କରନ୍ତୁ ନାହିଁ,
କାରଣ ସମୁଦ୍ରର ଢେଉ
ଯେମିତି ଆଗକୁ ଆସିଥାଏ,
ସେମିତି ବହୁତ ଶୀଘ୍ର ପଛକୁ ଚାଲି ଯାଇଥାଏ। ।
🌹🙏ଜୟ ଶ୍ରୀକୃଷ୍ଣ 🙏🌹