ନମସ୍କାର ଆଜି ମୁଁ YouTube join କରିଲି ଜୁନ୍ ମାସ 23 ତାରିଖ ରେ l ଅlପଣଙ୍କ ସଙ୍ଗେ ଯୋଡି ହେବାପାଇଁ, ଆଶା କରେ ଆମ ସମ୍ପର୍କ ଆଗକୁ ନିବିଡ଼ ହେବ l ବନ୍ଧୁ ଗଣ ମୁଁ ଲକ୍ଷ୍ମୀ ଖିଲ ଆପଣଙ୍କୁ ମୋ ଚ୍ୟାନେଲ ରେ ସ୍ବାଗତଂ ଜଣାଉଛି. ଆପଣ ମାନେ ଏହି ଚ୍ୟାନେଲରୁ ବହୁତ ସାରା intresting video ଦେଖିବାକୁ ପାଇବେ। ଯଥା-Business🕴️,travel, Waterfall ⛲,fashion, beauty🦋, vlogging, comedy 😅,sports🎯🏃‍♀️, zumba class 🏫, karate class 🥋, gym💪 , dance, writting✍️,Art's 🎨,ପର୍ବ ପର୍ବାଣୀ, ଏବଂ ସଂସ୍କୃତିକ କଳା, ଦେସିଆ ଢେମସା,ନାଚ, ଗୀତ,ପାଇ ପାରିବେ ସେଥିପାଇଁ ଆପଣ ମାନେ ମୋ ଚ୍ୟାନେଲ କୁ subscribe କରନ୍ତୁ ଓ ପାଖରେ ଥିବା ଘଣ୍ଟି ବଟନ୍ କୁ ଦୋଵେଇ all Notification କୁ on କରି ରଖନ୍ତୁ,ଯାହା ଫଳରେ ଯେତେବେଳେ ମୁଁ ଭିଡିଓ ଅପଲୋଡ କରିବି ଆପଣ ମାନେ ସର୍ଵ ପ୍ରଥମେ ଦେଖି ପାରିବେ, ତେଣୁ ଆପଣ ମାନେ ମୋତେ ସହଯେlଗ କରନ୍ତୁ। ଜୟ ଜଗନ୍ନାଥ l
Mini vlogger
Content creator
Desiavlogs
odiavlogs
Collage student🎓
Don't forget to subscribe and share .......


*My youtube channel @Laxmi vlogs Live in Koraput Odisha @t - Ratulput
ସମସ୍ତ ଙ୍କୁ ମୋର ଧନ୍ୟବାଦ 🙏







10:46

Shared 2 weeks ago

47 views

12:32

Shared 6 months ago

284 views

12:38

Shared 6 months ago

124 views