Sasmita odia vlog

ଜୟ ଜଗନ୍ନାଥ 🙏 ଜୟ ମା ତାରିଣୀ🙏
ଜଳେଶ୍ଵର, ବାଲେଶ୍ବର
ଆପଣମାନଙ୍କୁ ମୁଁ ମୋ ଚ୍ୟାନେଲ କୁ ସ୍ଵାଗତ ଜଣାଉଛି 🙏😊

ମୁଁ ସସ୍ମିତା ମୁଁ ବାଲେଶ୍ବର ର ଝିଅ ଓ ବହୁ ମଧ୍ୟ❤️ !! ମୁଁ ମୋ ଭିଡିଓ ମାଧ୍ୟମରେ ଓଡ଼ିଆ ଘରର କେମିତି ଚାଲିଚଳଣି, ରୀତିନୀତି, ପର୍ବପର୍ବାଣୀ, ଖାଦ୍ୟପେୟ ଆଦିକୁ ଓଡିଶା ର ଲୋକମାନଙ୍କ ପାଖରେ ପହଞ୍ଚାଇବାପାଇଁ ଚେଷ୍ଟା କରେ!! ଯାହାଦ୍ୱାରା କି ଆମ ଓଡିଶା ର ଲୋକେ ଯେଉଁମାନେ କାମ ଓ ଚାକିରୀ ପାଇଁ ଓଡିଶା ଛାଡି ବିଦେଶରେ ରହୁଛନ୍ତି କିମ୍ବା ଓଡିଶା ଭିତରେ ରହୁଥିଲେ ମଧ୍ୟ ଆମ ଓଡିଶା ର ପରମ୍ପରା କୁ କେମିତି ଭୁଲିନଯିବେ ସେଥି ଲାଗି ଏଇଟା ମୋର ଗୋଟେ ଛୋଟ ପ୍ରୟାସ 😊☺️!! ଆଉ ଏଥିଲାଗି ମତେ ବାପା ମା ଓ ଭଗବାନଙ୍କ ଆଶୀର୍ବାଦ ସହିତ ଆପଣ ମାନଙ୍କର ଭଲପାଇବା ଏବଂ ସହଯୋଗ ନିତାନ୍ତ ଆବଶ୍ୟକ 🙏🙏!! ଜଦି ଆପଣମାନେ ମୋ ଭିଡିଓ ଦେଖୁଚନ୍ତି ତାହେଲେ ମୋ ଭିଡିଓ କୁ like, share, comment କରି ମୋ ଚ୍ୟାନେଲ କୁ Subscrib କରିଦିଅନ୍ତୁ ଯାହା ଦ୍ବାରା ମୋ ଭିଡିଓ ସମସ୍ତ ଓଡିଶା ବାସୀ ମାନଙ୍କ ପାଖରେ ପହଞ୍ଚି ପାରିବ!! ଆପଣମାନେ ମୋ ଭିଡିଓ ଦେଖୁଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ!! ଆଶା କରୁଛି ମୋର ଏଇ ଛୋଟ ପ୍ରୟାସରେ ଆପଣ ମାନେ ମତେ ସାହାଯ୍ଯ କରିବେ 🙏🙏!!
ରହୁଛି ଜୟ ଜଗନ୍ନାଥ 🙏🌸ଜୟ ମା ତାରିଣୀ 🙏🌸