ODISHA RA CULTURE

ଆମ Odiaha ra culture
Youtube Channel ରେ ଆପଣ ମାନଙ୍କୁ ସ୍ଵାଗତ 🙏🙏🙏
ଏହି ଚ୍ୟାନେଲ ରେ ଆପଣମାନେ ଆମ ଓଡିଶାର ତଥା
ସଂସୃତି ଓ ପରମ୍ପରା ଜନିତ ଲୋକନୃତ୍ୟ ଦେଖିବାକୁ ପାଇବେ
ଯାହାକି ! ଦଣ୍ଡନାଚ,ରାମାୟଣ, ମହାଭାରତ, ଭାରତ ଲୀଳା,
ପ୍ରହଲ୍ଲାଦ ନାଟକ,ବାଦିପାଲା, ରଥଯାତ୍ରା, ଠାକୁରାଣୀ ୟାତ୍ରା
ଇତ୍ୟାଦି..........ଏଣୁ ଦୟାକରି ଆମ Youtube ଚାନେଲ କୁ
Subscribe କରନ୍ତୁ ଏବଂ ପାଖରେ ଥିବା Bell 🛎 ଟିକୁ ଦବେଇ
ଦିଅନ୍ତୁ..........ଧନ୍ୟବାଦ l

Sponsorship & Business Enquiry :-
👉 odishaculture21@gmail.com


1:12

Shared 2 weeks ago

179 views