ଭକ୍ତି ସାଗର ODIA

"ଭକ୍ତିସାଗର ODIA" ଚ୍ୟାନେଲ ରେ ଆପଣଙ୍କୁ ସ୍ୱାଗତ, ଏଇ ଚ୍ୟାନେଲଟି ଆପଣଙ୍କୁ ଆଧ୍ୟାତ୍ମିକତା ସହିତ ଯୋଡିଥାଏ, ଏଇ ଚ୍ୟାନେଲ ମାଧ୍ୟମରେ ଆପଣ ନିଜକୁ, ନିଜର ଅନ୍ତରାତ୍ମାକୁ ଏବଂ ଏଇ ପ୍ରାଣୀଜଗତକୁ ଆସିବାର ଉଦ୍ଦେଶ୍ୟ ଓ ଅଭିପ୍ରାୟ ମଧ୍ୟ ଜାଣିପାରିବେ, ଏହା ଅନେକ ଆଧ୍ୟାତ୍ମିକ ଏବଂ ବୈଦିକ ଜ୍ଞାନ ପ୍ରଦାନ କରିଥାଏ ଯାହାଦ୍ୱାରା ଆପଣ ଆପଣଙ୍କ ରାଗ ଓ ଦ୍ୱେଷକୁ ନିୟନ୍ତ୍ରଣ କରିପାରିବେ

ହରେକୃଷ୍ଣ / ଜୟ ଜଗନ୍ନାଥ

“Bhakti Sagar Odia” is an epic spiritual channel, which connects you with the Spiritual world. It is a platform where you can connect with yourself. It uncover the reason and purpose of your life. It will bring many spiritual facts and knowledge which helps you, deals with your attachments & aversions. It enhances your Transcendental & Vedic knowledge.

Hare Krishna / Jay Jagannath