ଜୟ ରାଧାମୋହନ 🙏

ମୁଁ ଜୟଶ୍ରୀ , ଆପଣ ମାନଙ୍କୁ ସ୍ୱାଗତ ଜଣାଉଛି ଏହି channel ରେ ।
ଧର୍ମ କଣ ? ଭଗବାନଙ୍କୁ ପାଇବାର ସରଳ ରାସ୍ତା । ପର୍ବପର୍ବାଣୀ କଣ ? ଭଗବାନ ଙ୍କୁ ପୂଜା କରିବାର କିଛି ନିତୀନିୟମ ବିଶେଷ ଦିନ ରେ ।

କେବଳ ଧର୍ମ ନୁହଁ , ଆୟୁର୍ବେଦ, ଯୋଗ, ଶରୀର ସୁସ୍ଥ ରଖିବାର tips ମଧ୍ଯ ଆପଣଙ୍କ ପାଇଁ ।

I joined google long before but I started this channel HAPPY LIFE in 2023 . I hope all of you must like this channel. I will always try to make your life happy by sharing all religious mantra and upay..

Stay connected with this channel..
with
♥️♥️