Travel to Traditional

ମୁଁ travel to traditional। ମୁଁ youtube ପାଇଁ ନୂଆ ଏବଂ youtube ମୋ ପାଇଁ ନୂଆ ।ମୁଁ ରୁ ଆମେ ହବାପାଇଁ ଆପଣମାନଙ୍କ ସାହାଯ୍ୟ ଏକାନ୍ତ ଲୋଡ଼ା। ଏଇ ନୂଆ ଚ୍ୟାନେଲ ରେ ମୁଁ ଚେଷ୍ଟା କରିବି ଐତିହାସିକ ପୂରାଣ ବର୍ଣ୍ଣନା ମନ୍ଦିର,ଭଗବାନଙ୍କ ଅନୁଭୂତି ତା ସହିତ ହଜିଯାଉଥିବା ଲୋକ କଳା,ସଂସ୍କୃତି ଏବଂ ପରମ୍ପରା ସହିତ ବିଭିନ୍ନ ଜଳ ପ୍ରପାତ ଗୁଡିକ ମୋ ଭିଡ଼ିଓ ମାଧ୍ୟମରେ ଉଜ୍ଜିଵୀତ କରିରଖିବାକୁ। ଏହା ମୋର ଗୋଟିଏ ଛୋଟିଆ ପ୍ରୟାସ ।ହୁଏତ ଆଗାମୀ ପିଢ଼ି ପାଇଁ ମୋ ଭିଡ଼ିଓ କାମରେ ଆସିପାରେ। ଡିଉଟି ରୁ ସମୟ ବାହାରକରି ଚେଷ୍ଟା କରୁଛି ଆପଣ ମାନଙ୍କ ପାଇଁ ଭଲ ଭଲ ଭିଡ଼ିଓ ପ୍ରସ୍ତୁତ କରିବା ପାଇଁ ଦେଖାଯାଉ ଭଗବାନଙ୍କ ଆଶୀର୍ବାଦ ଏବଂ ମୋ ଦର୍ଶକ ମାନଙ୍କର ଭଲପାଇବା ମୋତେ କେଉଁଯାଏଁ ନେଉଛି।
🙏 ଜୟ ଜଗନ୍ନାଥ 🙏



0:25

Shared 4 years ago

18 views