www.instagram.com/7x_amit_bhai__000?igsh=cnJndDlhZ… .............................................................କେବେବି ନିଜ ଜୀବନରେ ଘଟୁଥିବା ଦୁଃଖ ପାଇଁ ଅସନ୍ତୋଷ ପ୍ରକାଶ କରନ୍ତୁ ନାହିଁ, କାହିଁକିନା ଭଗବାନ ସର୍ବଦା ଏକ ପ୍ରଭାବଶାଳୀ ବ୍ୟକ୍ତିକୁ ହିଁ କଷ୍ଟ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ଦେଇଥାନ୍ତି... 🙏ଜୟ ଜଗନ୍ନାଥ 🙏🙏🙏🙏 ,,,,,,,,,,, ସବୁକିଛି ସହି ଯାଉଥବା ଲୋକ କେବେ ବୋକା ହୋଇ ନଥାନ୍ତି, ତାଙ୍କ ଝିଭ ଉପରେ ସଂସ୍କାରର ଲଗାମ ଲାଗିଥାଏ। ନହେଲେ ଯିଏ ଶୁଣି ପାରେ ସିଏ ମଧ୍ୟ ଶୁଣାଇ ପାରେ... 🙏ଜୟ ଜଗନ୍ନାଥ🙏,,,,,,,,,,,,,,,,,,, ,,, ମଣିଷର ଆର୍ଥିକ ସ୍ଥିତି ଯେତେ ଭଲ ଥାଉନା କାହିଁକି..ଜୀବନରେ ଆନନ୍ଦ ନେବାପାଇଁ ମାନସିକ ସ୍ଥିତି ଭଲ ହେବା ନିହାତି ଆବଶ୍ୟକ....
🙏ଜୟ ଜଗନ୍ନାଥ🙏,,,,,,,,,ଜୀବନରେ କୌଣସି ବି ରାସ୍ତା ନିଜେ ନିଜେ ତିଆରି ହୁଏ ନାହିଁ।ସେହି ରାସ୍ତାକୁ ମଣିଷ ହିଁ ତିଆରି କରେ।ମଣିଷ ଯେମିତି ରାସ୍ତା ତିଆରି କରିଥାଏ ସେହିପରି ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଥାଏ... 🙏ଜୟ ଜଗନ୍ନାଥ 🙏..... ହେ ଜଗା ମୋର 100000 sucribe ଦରକାର 🙏🙏🙏