# ଆମ ଆଶ୍ରମର ନିଆରା ପ୍ରୟାସ...
ଆଧ୍ଯାତ୍ମିକ କ୍ରାନ୍ତିକାରୀ ଆହ୍ବାନ “ସତ୍ଯ ଦର୍ଶନ”
ସଂପ୍ରତି କଳିଯୁଗରେ ସୀମା ଲଙ୍ଘନ କରିଥିବା ଅଧର୍ମ, ଅନ୍ଯାୟ ଓ ମିଥ୍ଯାକୁ ପ୍ରତିହତ କରିବା ଏବଂ ଆଧ୍ଯାତ୍ମିକ ତଥା ସାମାଜିକ ଜୀବନର ଅସଲ ସତ୍ଯକୁ ସମସ୍ତଙ୍କୁ ଅବଗତ କରାଇବା ହିଁ ଆମ ଚ୍ଯାନେଲର ପ୍ରଧାନ ଲକ୍ଷ୍ଯ । ଏଥିସହିତ ଦୈନନ୍ଦିନ ଜୀବନଚର୍ଯ୍ୟାରେ ଆଵଶ୍ୟକୀୟ ସଦଜ୍ଞାନ ଶିକ୍ଷା ଓ ପରାମର୍ଶ ଦେବା ଆମର ନୈତିକ କର୍ତ୍ତବ୍ଯ ।
= ବିଭୂତିକ୍ଷେତ୍ର ଶ୍ରୀ ପଞ୍ଚଦେବାଶ୍ରମ =
(ଜଗତସିଂହପୁର)

satya darshan,

satya darshan odia,

aam ashram satya darshan,

sriguru pathasala,

Sriman Sriguru dev,