ସମସ୍ତ ପ୍ରିୟ ଭାଇ ଏବଂ ଭଉଣୀ, ଗୁରୁଜନ ମାନଙ୍କୁ ମୋର ଚାନେଲକୁ ସ୍ୱାଗତ 🙏 ମୋର ଘର ଢେଙ୍କାନାଳ,କାମାକ୍ଷାନଗର ମାଟିରେ. ଭଗବାନ ଙ୍କ ଭକ୍ତିଧାରା କୁ ସମସ୍ତଙ୍କ ପାଖରେ ପହଂଚାଇବା ପାଇଁ ଗୋଟେ ଛୋଟ ପ୍ରୟାସ

ଏହି ଚାନେଲ ମାଧ୍ୟମରେ ଆପଣ ମାନେ ଓଡ଼ିଶାରେ ହେଉଥିବା ବିଭିନ୍ନ ପ୍ରବପ୍ରବାଣୀ ବିବରଣୀ ଏବଂ ଓଡିଶା ବାହାରେ ଥିବା ବିଭିନ୍ନ ଦେବା ଦେବୀ ମାନଙ୍କର ପୀଠ,ଦର୍ଶନ ଏବଂ Live Stage Show Program ଉପଭୋଗ କରିପାରିବେ ଏବଂ ବିଭିନ୍ନ ପ୍ରସିଦ୍ଧ ଜିଲ୍ଲା ବିଷୟରେ ସମ୍ପୂର୍ଣ ବିବରଣୀ ପାଇପାରିବେ.

ଆପଣ ମୋ ଚାଁନେଲ କୁ ଆସିଥିବାରୁ ଆପଣଙ୍କୁ ହୁଦୟରୁ ଧନ୍ୟବାଦ 🙏

ଦୟା ପୂର୍ବକ ଅପମାନଙ୍କୁ ଅନୁରୋଧ ମୋ ଚାନେଲକୁ subscribe & share କରି ପ୍ରଭୁ କୁର୍ପା ଲାଭ କରନ୍ତୁ .

ଜଗନ୍ନାଥ ଆପଣଙ୍କୁ ଏବଂ ଆପଣଙ୍କ ପରିବାର
କୁ ଭଲରେ ରଖନ୍ତୁ 🙏

❤️ ଧନ୍ୟବାଦ ❤️ ଜୟ ଜଗନ୍ନାଥ 🙏