ଜୟ ଜଗନ୍ନାଥ 🙏 ମୁଁ ମୋ channel ରେ ମୋର ଛୋଟ ଛୋଟ ପ୍ରୟାସକୁ ଆପଣ ମାନଙ୍କ ସହିତ share କରିବାକୁ ଚେଷ୍ଟା କରେ ଯଦି ଆପଣ ମାନଙ୍କୁ ମୋର video ଭଲ ଲାଗେ ତେବେ ମୋତେ support କରନ୍ତୁ। channel କୁ subscribe କରନ୍ତୁ। ମୁଁ West Bengal ରAsansol ରେ ରହେ। ଓଡ଼ିଶା କୁ ବହୁତ ବହୁତ miss😭କରେ🙏