sailaxmi art & vlog(from odisha )



🔵ମୋ ଚ୍ୟାନେଲ କୁ ଆସିଥିବାରୁ ଆପଣଂକୁ ଧନ୍ୟବାଦ🙏🏼

🟠ମୁଁ ସାଇଲକ୍ଷ୍ମୀ ବାରିକ 👩🏼‍🦰

[ମୁଁ ଏହି ଚ୍ୟାନେଲ ରେ ମୋ ଆର୍ଟ ର ଭିଡ଼ିଓ ବନେଇକି ପୋଷ୍ଟ୍ କରେ | Sketch, Colour Pencil Drawing, Portrait Drawing, Watercolor Painting, Acrylic painting, Oil Pastel ଏହି ସବୁ ଆର୍ଟ ମୁଁ କରେ.]

Art ସହିତ mini vlog ବି କରେ 🤓

Instagram:- _sailaxmi_art_craft_from_odisha

ଆପଣ ଚାହିଁଲେ Sketch Order or collaboration କରିପାରିବେ
Instagram id ରେ -_sailaxmi_art_craft_from_odisha

Reply ଦେବା ଟିକେ ଡେରି ହେଇପାରେ

🟪ମୁଁSelf taught Artist

ଓଡ଼ିଆ Artist କୁ Support କରନ୍ତୁ ଟିକେ 🙏🏼😊