mamuni madhusmita

Hi am mamuni madhusmita .my channel contains health related videos in odia,beauty tips ,skin care tips ,hair tips,natural tips,diys to get beautyful skin, weightloss tips,belly fat tips,vlogs, comedy, cooking , unboxing and home remedies.
ଏହି channel ରେpublish ହେଉଥିବା ଭିଡ଼ିଓ ସବୁ ମୋ ଦ୍ଵାରା ହେଇଛି କାହାର ଉପଦେଶ ରେ ନୁହେଁ। ଯଦି ମୁଁ skincareଉପରେ ଦେଖୋଉଛି ସେଇଟା କେବଳ ମୋ ଦେହରେ ଲଗାଇକି ଭିଡ଼ିଓ କରୁଛି। ମୁଁ କୈାଣସି expert ନୁହଁ ହେଲେ ଅଭିଜ୍ଞତାର ସହ ଭିଡ଼ିଓ କରୁଛି। ମୁଁ ଯେଉଁ diet plan ଦେଖୋଉଛି ତାହା ମୁଁ ନିଜେ କରୁଛି କୈାଣସି expert ର ସାହାଯ୍ୟରେ କରୁନି।
ଆଶା କରୁଛି ଆପଣ ମାନେ ମୋ ଭିଡ଼ିଓକୁ ବହୁତ ଭଲ ପାଇବା ଦେବେ।ଏହି video ଦୟାକରି 🙏 ଭିଡିଓକୁ ପୁରା ଦେଖନ୍ତୁ।


ଏମିତି ଭଲ ପାଇବା ଦେଉଥାନ୍ତୁ❤️
ଜୟ ଜଗନ୍ନାଥ 🙏ଜୟ ସାଇ ରାମ
#odiayoutubermamunimadhusmita#cuttack
#travelvloggings#diys#skincare#dailylife#beautitips#haircare#artscrafts#cooking

For businesses enquiries:
mamunimadhusmita89@gmail.com